ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମୟୂରଭଞ୍ଜ -୩/୪ (ମସିହା)ମୟୂରଭଞ୍ଜ ଜିଲ୍ଲାର ଵହଳଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଭୁରୁଷା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମହାନ୍ତ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ବହଳଦା ବ୍ଲକ ଗମ୍ଭାରୀଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗମ୍ଭାରୀଆ ଆଞ୍ଚଳିକ ସାଧନାକେନ୍ଦ୍ର ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ରହ୍ମଣ ବୋଷ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ନନ୍ଦନ ମହାନ୍ତ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବରେ ଗମ୍ଭାରୀଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ବେହେରା,ସମ୍ମାନୀୟ ଅତିଥି ଭାବରେ ଏବିଇଓ ସୁଜାତା କର ମହାପାତ୍ର ତଥା ଆଶିଷ କୁମାର ମହାନ୍ତି ସିଆରସିସି ଗମ୍ଭାରୀଆ, ଶିକ୍ଷକ ଚୁଡାମଣି ବେହେରା,ବିଶ୍ୱଜିତ ମିଶ୍ର,ସମାଜସେବୀ ତରଣୀସେନ ମହାନ୍ତ,ଉଦିତ କୁମାର ମହାନ୍ତ ପ୍ରଭୁତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଶିକ୍ଷକତା ଜୀବନରେ କିପରି ଛାତ୍ରଛାତ୍ରୀ ଙ୍କ ସହିତ ନିଜର ସହକର୍ମୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଆଗାମୀ ଜୀବନ କିପରି ସୁଖ ଶାନ୍ତିରେ କଟିବ ସେ ନେଇ ଶୁଭେଛା ଜଣାଇଥିଲେ।ଏହି ଅଵସର ରେ ତାଙ୍କୁ ଫୁଲତୋଡା,ଉତ୍ତରୀୟ ସହିତ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ପ୍ରେମାନଦ ମହାନ୍ତ ୧୯୯୦ମସିହାରେ ବହଳଦା ବ୍ଲକ କାଙ୍କି ପ୍ରାଥମିକ ବିଦ୍ୟାଳୟରେ ନିଜର ଶିକ୍ଷକତା ଆରମ୍ଭ କରି ପରେ ପରେ ଗମ୍ଭାରୀଆ, ପାଣ୍ଡରଶିଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ଅଉଁଳାଯୋଡି ଆଞ୍ଚଳିକ ସାଧନା କେନ୍ଦ୍ର ର ସିଆରସିସି ତଥା ଯଦୁନାଥ ପୁର,କୁମ୍ଭୀରଦା ରେ ମଧ୍ୟ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ।ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶୁଣ୍ଢଲ ଗ୍ରାମର ଡ୍ରାମା ଗାଳି ନୃତ୍ୟକୁ ଉପସ୍ଥିତ ଅତିଥିମାନେ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେହୀରା, ତ୍ରିନାର୍ଥ, ଶମ୍ଭୁ, ସାଗର,ପୁଟୁ, ବିକାଶ ,ଶିବ ପ୍ରଭୁତିଙ୍କ ସହଯୋଗ ରହିଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

masiha

କୁଲିହାରି ୫ଟି,ରୂପାନ୍ତରିତ ହାଇସ୍କୂଲ ଲୋକାର୍ପିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort