ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ରୋଜଗାର ସେବକ ସଂଘର କର୍ମକର୍ତ୍ତା ଚୟନ

ଚନ୍ଦାହାଣ୍ଡି(ମନିସ) ଚନ୍ଦାହାଣ୍ଡି ପଂଚାୟତ ବୈଠକ ଗୃହ ଠାରେ ଖିତିରାମ୍ ଜଗତଙ୍କ ସଭାପତିତ୍ଵ ରେ ଗ୍ରାମ ରୋଜଗାର ସେବକ ଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରବି ଶଙ୍କର ନାୟକ ଙ୍କୁ ସଂଘ ର ନୂତନ ସଭାପତି ଭାବେ ସର୍ବସମ୍ମତିକ୍ରମେ ଚୟନ କରା ଯାଇଥିବା ବେଳେ ଯୁଧିଷ୍ଠିର ଦାସ ଙ୍କୁ ଉପ ସଭାପତି , କୃପାସିନ୍ଧୁ ନାୟକ ଙ୍କୁ ସମ୍ପାଦକ ଭାବେ ଏବଂ ଶୈଲବାଲା ବିଶୋଇ ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରା ଯାଇଥିଲା । ଏହି ବୈଠକରେ ରୋହିତ କୁମାର ସୁନା, ଦେନାଥ୍ ବଞ୍ଜରା,ଜୟଦେବ ପାଣ୍ଡେ, ଜୟସିଙ୍ଗ୍ ମାଝୀ, ପୁଷ୍ପାଞ୍ଜଲି ଦାଶ,ରୋହିତ ସାହୁ,ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳରେ ହକି ବିଶ୍ବକପକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

Sunil Chandra Nayak

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

Sunil Chandra Nayak

କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

masiha

Leave a Comment

error: Content is protected !!