ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମାଁ କାମନାକାଳିଙ୍କର ଦଣ୍ଡ ନୃତ୍ୟ ଆରମ୍ଭ ହୋଇଯାଇଛି। ଗତ କାଲି ୦୪/୦୪/୨୦୨୩ ରିଖ ରେ ଯୋଗନିଦ୍ରାଭଙ୍ଗ ନିତି ହୋଇଥିବା ବେଳେ ଆଜି ୦୫/୦୪/୨୦୨୩ରିଖ ମଧ୍ୟରାତ୍ର ରେ ଦଣ୍ଡ ଉତ୍ଥାପନ ହେବ। ଆସନ୍ତା କାଲି ଠାରୁ ଭକ୍ତଙ୍କ ଦ୍ଵାରାକୁ ଯାଇ ଧୂଳି ଦଣ୍ଡ ହେବ। ନିଷ୍ଟାର ସହ ଦଣ୍ଡୁଆ ଭକ୍ତମାନେ ଏହି ଦଣ୍ଡ ବ୍ରତ ପାଳନ କରୁଛନ୍ତି।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ପୂଜାରିଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଚୈତ୍ରପର୍ବ ପାଳିତ

Sunil Chandra Nayak

ମା ହରଗୌରୀ ଦେବୀଙ୍କ ସୁଳିଯାତ୍ରା ଓ ଚୈତ୍ରଯାତ୍ରା ପାଳିତ

Sunil Chandra Nayak

Leave a Comment

error: Content is protected !!