ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବଣିଜରାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ମଣ୍ଡି ପ୍ରାଙ୍ଗଣରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ବିଜେପିର ବରିଷ୍ଠ ସଦସ୍ୟ ଅଜୟ ପାଣିଗହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର , ଜୁନାଗଡ଼ ଏନ ଏ ସି ନଗରପାଳ ମୁକେଶ ଅଗ୍ରୱାଲ ,ଯୁବ ନେତା ମନୋଜ ମେହେର , ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ,ଉପ ସଭାପତି ଅନାମ ମଙ୍ଗରାଜ ,ସାଧାରଣ ସମ୍ପାଦକ ରାଜିନ୍ଦ୍ର ନ।ଏକ ପ୍ରମୁଖ ଉପସ୍ଥିତ ରହି ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ବିଜେପିର ଗଜାନନ ଲହଜଳ ,ଅଷ୍ଟାଙ୍ଗ ଭାଟି ,ଅଶ୍ୱବିନ ମେହେର ,ଦିଲିପ ଗୁରୁ ଏବଂ ଅକ୍ଷୟ ଭାଟି ପ୍ରମୁଖ ଉପସ୍ଥିତ ରହି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

masiha

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

masiha

ଉଜ୍ଜଳ ଗୁପ୍ତା ସୁବିଧାବାଦୀ, ଦୁର୍ନୀତି ଘୋଡାଇବାକୁ ବିଜେପିରେ ମିଶିଲେ: କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!