ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବନୀପାଟଣ ଓ ଥୁଆମୂଳ ରାମପୁର ବ୍ଳକର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ

ଭବାନୀପାଟଣା:୨/୩- ମ.ସି.ହା:- ୨୦୨୨ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଥୁଆମୂଳ ରାମପୁର ଓ ଭବାନୀପାଟଣା ବ୍ଳକରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ ପଦର ଚୂଡାନ୍ତ ନାମ ପ୍ରକାଶ ପାଇସାରିଛି। ସୂଚନା ଅନୁଯାୟୀ ଜଣାପଡିଛି ଯେ,ଭବନୀପାଟଣ ୧- ନମ୍ବର ଜୋନର ଅରର୍ତଲ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦଶମତୀ ବେମାଲ ଓ ସମିତି ସଭ୍ଯ ପଦବୀରେ ଜନନୀ ବେମାଲ ପାଇଛନ୍ତି, ବୋରଭଟା ଗ୍ରାମ ପଞ୍ଚାୟତ ପାଇଁ ବିବେକ ନାଗ,ସମିତି ସଭ୍ଯରେ ଟିବାଲି ନାଗ ପାଇଛନ୍ତି। ବୋର୍ଡା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ରୀନାରାଣୀ ଜାଲ ଓ ସମିତି ସଭ୍ଯ ପ୍ରଫୁଲ୍ଲ କୁମାର ସାହୁ ଆସନ ନେଇଛନ୍ତି। ଗୁରଜଙ୍ଗ ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁଷମା ସାହୁ ଓ ସମିତି ସଭ୍ଯ ପଦରେ ରଶ୍ମି ଜାନୀ,କେନ୍ଦୁପାଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦମୟନ୍ତୀ ବାଗ ପାଇଥିବା ବେଳେ ସମିତି ପଦରେ ସାଗର ମାଝୀ ଅଛନ୍ତି। ଡୁମୁରିଆ ଗ୍ରାମ ପଞ୍ଚାୟତରେ ସଞ୍ଜିବ କୁମାର ମିଶ୍ର ସରପଞ୍ଚ ଓ ସମିତି ସଭ୍ଯ ରଜନୀ ସାହୁ, ମାଡିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ମୀନା ସିନ୍ଧୁର ଓ ସମିତି ସଭ୍ୟ ଗୋପାଳ ରଣା ଆସନ ହାସଲ କରିଛନ୍ତି। ମାଟିଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦରେ ଜ୍ଯୋତିରମୟୀ ମାଝୀ ଓ ସମିତି ପଦରେ ହିରାଦେଇ ସାହୁ ରହିବେ, ସେଏଁପୁର ଗ୍ରାମ ପଞ୍ଚାୟତ କୁ ସରପଞ୍ଚ ବିଳାସ ଦୁର୍ଗା ଓ ସମିତି ସଭ୍ଯ ଭାବରେ ନିର୍ବାଚିତ ହୋଇଛନ୍ତି। ସିକୁଅନ ଗ୍ରାମ ପାୟତରେ ସରପଞ୍ଚ ଭାବରେ ଅନୁରୋଧ ହରିଜନ ପାଇଥିବା ବେଳେ ସମିତି ସଭ୍ଯରେ ସୁଧାନ ହରିଜନ ରହିବେ। କଲମ ଗ୍ରାମପଞ୍ଚାୟତ ପାଇଁ ସରପଞ୍ଚ ଜୟମଣି ନାଏକ,ସମିତି ସଭ୍ଯ ପୁଷ୍ପା ଶବର ଆସନ ନେଇଛନ୍ତି, ଛେଲିଆମାଲ ଗ୍ରାମପାୟତରେ ସରପଞ୍ଚ ପଦରେ ଲକ୍ଷ୍ମୀ ମାଝୀ ଓ ସମିତିରେ ନିମୟ ମାଝୀ ରହିବେ, ଥୁଆପଦର ଗ୍ରାମ ପଞ୍ଚାୟତ ପାଇଁ ନିର୍ବାଚିତ ହୋଇଛନ୍ତି ସରପଞ୍ଚ ପଦରେ ଦିଗାମ୍ବର ଲୁହା ଓ ସମିତି ସଭ୍ଯରେ ଗୀତାଞ୍ଜଳୀ ସାହୁ, କର୍ଲାଗୁଡା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଆଦିତ୍ୟ କୁମାର ନାଏକ ଓ ସମିତିରେ ଟେକରାଜ୍ ସାହୁ ରହିବେ,

ଭବାନୀପାଟଣା ୨- ନମ୍ବର ଜୋନର କର୍ଲାପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁଷମା ସେନାପତି ଓ ସମିତି ସଭ୍ଯରେ ପୁଷ୍ପିତା ମାଝୀ, ପଲନା ଗ୍ରାମ ପଞ୍ଚାୟତରେ ସରପଞ୍ଚ ହିରୋଜିନୀ ମାଝୀ ଓ ସରପଞ୍ଚରେ ଗଜମତୀ ମାଝୀ, ପାଲସୀଝରନ ଗ୍ରାମ ପଞ୍ଚାୟତରେ ପ୍ରିୟଙ୍କିନି ନାଏକ ଓ ସମିତି ସଭ୍ଯରେ ବିଦ୍ଯାଧର ହରିଜନ, ଚହଗାଁ ଗ୍ରାମ ପଞ୍ଚାୟତରେ ରହିବେ ସରପଞ୍ଚ ତପସ୍ବିନୀ ସାହୁ ଓ ସମିତି ସଭ୍ୟ ପଦରେ ସାଧବୀ ମାଝୀ, ତଲବେଲଗାଁ ଗ୍ରାମ ପଞ୍ଚାୟତରେ ନିର୍ବାଚିତ ହୋଇଛନ୍ତି ସରପଞ୍ଚ ପାଇଁ ଅଙ୍କିତା ବେହେରା ଓ ସମିତି ସଭ୍ଯରେ ସରୋଜ କୁମାର ନାଏକ, ଯୁଗସାଇ ପାଟଣା ଗ୍ରାମ ପଞ୍ଚାୟତରେ ଚୂମକି ନାଏକ ଓ ସମିତି ସଭ୍ଯରେ ସେନାପତି ନାଏକ ପାଇଛନ୍ତି,କୁଲିଆ ମାଲ ଗ୍ରାମ ପଞ୍ଚାୟତ ଆସନ ନେଲେ ଜାମିନି ସାହୁ ଓ ସମିତି ସଭ୍ଯରେ ପୁଷ୍ପାଞ୍ଜଳି ସାହୁ,ଲକ୍ଷ୍ମୀ ପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମେସ ନାଏକ ଓ ସମିତିରେ ନଳିନୀ ମାଝୀ,ଶ୍ରୀପୁର ଗ୍ରାମପାୟତରେ ପାଇଛନ୍ତି ସରପଞ୍ଚ ଯୁଧିଷ୍ଠୀର ନାଏକ ଓ ସମିତି ସଭ୍ଯରେ ବାଲବୀ ନାଏକ,

ଭବାନୀପାଟଣା ୩- ଜୋନର ଉଦେପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦରେ ପ୍ରମୋଦ ଯୋଷୀ,ସମିତି ସଭ୍ଯରେ ସୁମନ୍ତ କୁମାର ପାଢୀ,ଚାଞ୍ଚେର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବରେ ବିକାଶ ପ୍ରଧାନ ଓ ସମିତିରେ ଶୁକ୍ରୃ ମାଝୀ, ରିଷିଗାଁ ଗ୍ରାମ ପାୟତରେ ସରପଞ୍ଚ ପଦରେ ବିନୋଦିନୀ ବେହେରା ସମିତି ଭାବରେ ପୂର୍ଣ୍ଣମୀ ବାଗ, କୁଟ୍ରୃଖମାର ଗ୍ରାମ ପଞ୍ଚାୟତ ପାଇଁ ସରପଞ୍ଚ ରହିବେ ଛଳନା ଚଣ୍ଡୀ, ସମିତିରେ ରହିବେ ଜଗମୋହନ ମାଝୀ,ଗଣ୍ତବାରଜୋଲା ଗ୍ରାମ ପଞ୍ଚାୟତ ସରପଞ୍ଚ ହେଲେ ମୂରଳୀ ପ୍ରଧାନ ଓ ସମିତି ସଭ୍ଯରେ ରହିବେ ପ୍ରେମରଞ୍ଜ ପାଢ଼ୀ,ସଗଡା ଗ୍ରାମ ପଞ୍ଚାୟତରେ ରହିବେ ସରପଞ୍ଚ ଭାବରେ ଗୋବିନ୍ଦ ନାଏକ ଓ ସମିତି ସଭ୍ଯରେ ଦାମ ଧରୁଆ, ଦୁଆରସୁନୀ ଗ୍ରାମ ପଞ୍ଚାୟତ ସରପଞ୍ଚ ହେବେ କୈଳାସ ଚନ୍ଦ୍ର ନାଏକ,ସମିତି ସଭ୍ଯ ପଦରେ ରହିବେ ସଚିଦାନନ୍ଦ ମହାକୁଡ,ଗୁଡିଆଳି ପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ଭାବେ ରହିବେ ପ୍ରିୟଙ୍କା ମହାକୁଡ ଓ ସମିତି ସଭ୍ଯରେ ଭୁବନେଶ୍ବର ମାଝୀ, କାମଠଣା ଗ୍ରାମ ପଞ୍ଚାୟତରେ ପାଇଁ ସରପଞ୍ଚ ଲୋକନାଥ ଦୁର୍ଗା ଓ ସମିତିରେ କ୍ଷମାକର ମାଝୀ।

ଭବାନୀପାଟଣା ୪- ନମ୍ବର ଜୋନରଦାଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ଗୀତାଞ୍ଜଳୀ ସାହୁ ଓ ସମିତି ସଭ୍ଯ ନୀଳେନ୍ଦ୍ର ଝାଙ୍କର, ଦେପୁର ଗ୍ରାମ ପାୟତରେ ସରପଞ୍ଚ ପାଇଛନ୍ତି ଉର୍ମିଳା ଜାନୀ, ସମିତି ସଭ୍ଯ ପାଇଁ ତିଲୋତମା ଜଲୀ, ମେଦିନୀପୁର ଗ୍ରାମପଞ୍ଚାୟତ ସରପଞ୍ଚ ପାଇଁ ଗୌରୀ କୁମାର ମିଶ୍ର ଓ ସମିତି ସଭ୍ଯରେ ସନ୍ତୋଷ ଦାସ, ମାଲଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ହେଲେ ବିଷ୍ଣୁ ପ୍ରିୟା ଦୁର୍ଗା ଓ ସମିତି ସଭ୍ଯରେ କବି ମାଝୀ,

ସେହିପରି ଥୁଆମୂଳ ରାମପୁର ବ୍ଳକର ୧- ନମ୍ବର ଜୋନରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚିତ ହୋଇଛନ୍ତି ସରପଞ୍ଚ ଓ ସମିତି ସଭ୍ଯ ହେଲେ ଅଡ୍ରୀ ଗ୍ରାମପଞ୍ଚାୟତର ସରପଞ୍ଚ ନନ୍ଦେଇ ମାଝୀ ସମିତି ସଭ୍ଯ ରାମମାଝୀ, ବଡଛତରଙ୍ଗ ଗ୍ରାମପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ବନ୍ଦ ଭାବରେ ସମିତି ସଭ୍ଯ ପଦ ପାଇଲେ ଜୟନ୍ତୀ ମାଝୀ, ବାଗଡିଆନି ଗ୍ରାମପଞ୍ଚାୟତ ର ସରପଞ୍ଚ ଭାବେ ସୂର୍ଯ୍ୟ ମାଝୀ, ସମିତି ସଭ୍ଯ ରେ ଘାସିରାମ ମାଝୀ, ବିରିକୋଟ ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ରହିବେ ଜୟନ୍ତୀ ମାଝୀ ଓ ସମିତି ସଭ୍ଯ ଭାବେ ଗୁରୁବାରୀ ମାଝୀ,ଡୁମେରପଦରର ଗ୍ରାମପଞ୍ଚାୟତରେ ରହିବେ ସରପଞ୍ଚ ରାୟମଣୀ ମାଝୀ ଓ ସମିତି ସଭ୍ଯ ଭାବେ ରାୟଦାସ ନାଏକ, ଗୋପୀନାଥ ପୁର ଗ୍ରାମପଞ୍ଚାୟତରେ ରହିବେ ସରପଞ୍ଚ ଧନସିଂଗ ମାଝୀ ନିର୍ଦ୍ବନ୍ଦରେ ଓ ସମିତି ସଭ୍ଯ ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ମୁଡ୍ରି ମାଝୀ, ମାଳିଗାଁ ଗ୍ରାମ ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ ବାସନ୍ତୀ ଝୋଡିଆ, ସମିତି ସଭ୍ଯରେ ବଳଦେବ ଗୌଡ, ମହୁଲପାଟଣା ଗ୍ରାମପଞ୍ଚାୟତରେ ରହିବେ ନିର୍ଦ୍ବନ୍ଦରେ ନିର୍ବାଚିତ ସରପଞ୍ଚ ଲଛମନ ମାଝୀ, ସମିତି ସଭ୍ଯ ମନ ମାଝୀ,ପାଡେପଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ସମବାରୀ ମାଝୀ ଓ ସମିତି ସଭ୍ଯ ମୋହନ କୁମାର ସାଗର, ପୋଡାପଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ରାଏସିଙ୍ଗ ମାଝୀ ଓ ସମିତି ସଭ୍ଯରେ ଅକ୍ଷୟ ହରିଜନ,ତଲଝାପି ଗ୍ରାମପଞ୍ଚାୟତରେ ସରପଞ୍ଚ ସୁଭାସିଙ୍ଗ ମାଝୀ ଓ ସମିତି ସଭ୍ଯ ହେଲେ ଶାନ୍ତି ମାଝୀ, ତଲନାଗୀ ଗ୍ରାମପଞ୍ଚାୟତରେ ସରପଞ୍ଚ ଜଗବନ୍ଧୁ ସାନ୍ତା, ସମିତି ସଭ୍ଯରେ ରେଣୁକା ମାଝୀ,ଗୋପାଳପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ହେଲେ ବେଣୀ ମାଝୀ ଓ ସମିତି ସଭ୍ଯରେ ସଞ୍ଜୁ କୁମାରୀ ନାୟକ, ଗୁଣୁପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ହେଲେ ସୁଜତା ମାଝୀ ଓ ସମିତି ସଭ୍ଯରେ ଅବନ୍ତୀ ବାଗ,କାଣିଗୁମା ଗ୍ରାମପଞ୍ଚାୟତ ସରପଞ୍ଚ ପଦରେ ରହିବେ ଧୃବକାନ୍ତ ମାଝୀ ଓ ସମିତି ସଭ୍ଯରେ ସୌରେନ୍ଦ୍ରି ନାଏକ,କର୍ଲାପାଟ ଗ୍ରାମପଞ୍ଚାୟତରେ ପାଇଛନ୍ତି ସରପଞ୍ଚ ବିଶ୍ବନାଥ ମାଝୀ ଓ ସମିତି ସଭ୍ଯ ରେ ଶିବ ମାଝୀ,କେରପାଇ ଗ୍ରାମପଞ୍ଚାୟତ ସରପଞ୍ଚ ପଦପଦବୀରେ ନୀଳଦେଇ ମାଝୀ ଓ ସମିତି ସଭ୍ଯରେ ଲେଲେନ୍ ମାଝୀ, କିଆପଦର ଗ୍ରାମପାୟତରେ ସରପଞ୍ଚ ରହିବେ ଲକ୍ଷ୍ମୀଧର ମାଝୀ ଓ ସମିତି ସଭ୍ଯରେ ସରୋଜିନୀ ମାଝୀ, ନାକରୁଣ୍ତି ଗ୍ରାମପାୟତରେ ସରପଞ୍ଚରେ ନିର୍ବାଚିତ ହୋଇଛନ୍ତି ସୁନ୍ଦ୍ରି ମାଝୀ ଓ ସମିତି ସଭ୍ଯରେ ରାଧିକା ମାଝୀ, ସିଲେଟ୍ ଗ୍ରାମପାୟତରେ ସରପଞ୍ଚ ହେବେ ସୁକାନ୍ତି ମାଝୀ ଓ ସମିତି ସଭ୍ଯରେ ରହିବେ ବିପିନ ନାଏକ, ସିନ୍ଧିପଦର ଗ୍ରାମପଞ୍ଚାୟତ ର ସରପଞ୍ଚ ହେବେ ଗୀତାଞ୍ଜଳୀ ମାଝୀ ଓ ସମିତି ସଭ୍ଯରେ ରହିବେ ଯିଏକି ନିର୍ଦ୍ବନ୍ଦରେ ନିର୍ବାଚିତ ସମିତି ସଭ୍ଯ ଦ୍ରୌପଦୀ ମାଝୀ, ତଲମପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରକାଶ ମାଝୀ ଓ ନିର୍ଦ୍ବନ୍ଦରେ ନିର୍ବାଚିତ ସମିତି ସଭ୍ଯ ଦୟାନିଧି ମାଝୀ,ଥୁଆମୂଳ ଗ୍ରାମପଞ୍ଚାୟତ ସରପଞ୍ଚ ପାଇଁ ବଳଭଦ୍ର ଜାନୀ ଓ ସମିତ ସଭ୍ଯରେ ରାଣୀ ନାଏକ, ନିର୍ବାଚିତ ହୋଇଥିବାବେଳେ ଥୁଆମୂଳ ରାମପୁର ଗ୍ରାମପାୟତରେ ସରପଞ୍ଚ ପାଇଁ ବିଜୟା ମାଝୀ ଓ ସମିତି ସଭ୍ଯ ପୁଷ୍ପା ନାଏକ ପ୍ରମୁଖ ନିର୍ବାଚନରେ ବିଜୟୀ ହୋଇଥିବା ଜଣାପଡିଛି।

Related posts

ଚିଲିଗୁଡ଼ାରେ ମା ଠାକୁରାଣୀଙ୍କ ଦଶହରା ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆ

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା ନିର୍ବାଣ ନୁହେଁ, ମୁଁ ଜୀବନ କାମନା କରେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort