ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ

 ମ.ରାମପୁର,୭/୪(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରାତିରେ ଜନସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ବଂଟନ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ,କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ବହୁ ସଂଖ୍ୟାରେ ମାରୱାଡ଼ି ସମାଜର ସଦସ୍ୟ ତଥା ଜନସାଧାରଣ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅମିତ ଅଗ୍ରୱାଲ(ପପୁ), ଦୀନେଶ କୁମାର ଜୈନ,ନବୀନ ଅଗ୍ରୱାଲ, ଭାରତ ଭୂଷଣ ଜୈନ ,ଏପେନ୍ ଜିନ୍ଦଲ, ନସିବ୍ ଜିନ୍ଦଲ,ବଜରଙ୍ଗ ଅଗ୍ରୱାଲ, ସଂଜୁ ଜିନ୍ଦଲ ପ୍ରମୁଖ ସହଯୋଗ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

masiha

ଜୀବନ ଜଗନ୍ନାଥ…. ଭିନ୍ନ ଏକପରମ୍ପରା,ଭିନ୍ନ ଏକ ରଥଯାତ୍ରା

Sunil Chandra Nayak

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

Leave a Comment

error: Content is protected !!