ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

ଭବାନୀପାଟଣା:୧୫/୦୪ – ଆଜି ଯାଥ ତା ୧୫/୦୪/୨୦୨୩ ରିଖ ଶନିବାର ଦିନ ଅପରାହ୍ନ ୧୦.୩୦ ମିନିଟରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନରେ ” ୟଙ୍ଗ ଇଣ୍ତିଆକେ ବୋଲ” ର ଆଲୋଚନା ସଭା ରାଜ୍ଯ ସଂଯୋଜକ (Co – odinater) ମହମ୍ମଦ ମହସିନ ସାହେବଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ଯୁବକ ଯୋଗଦାନ କରିଥିଲେ। ଆଜିକାର ବୈଠକରେ ସଂଯୋଜକ ସାହେବ ମହମ୍ମଦ ” ୟଙ୍ଗ ଇଣ୍ତିଆକେ ବୋଲ ” ଉପରେ ବିସ୍ତୃତ ସୂଚନା ଦେଇ ଏଥିରେ ଯୋଗଦାନ କରି ସର୍ବ ଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରତି ପ୍ରଦାନ କରିବାକୁ କହିଥିଲେ। ଏଥି ସଂକ୍ରାନ୍ତୀୟ ବିବରଣୀ ଗୁଡିକ ହେଲା ୧- ଏପ୍ଳିକେସନ ତା ୨୫/୦୪/୨୦୨୩ ରିଖ, ୨- ଜିଲ୍ଲା ସ୍ତରୀୟ ପ୍ରୋଗ୍ରାମ ୩୦ ଏପ୍ରିଲ, ୩- ରାଜ୍ଯସ୍ତରୀୟ ପ୍ରୋଗ୍ରାମ ୧୫ ମ ରୁ ୧୮ ମେ ମାସ, ୪- ଜାତୀୟ ସ୍ତରୀୟ ପ୍ରୋଗ୍ରାମ ୨୫ ମେ ରୁ ଜୁନ ୫ ତାରିଖ ୨୦୨୩ ଯାଏଁ ହେବ ବୋଲି ପ୍ରକାଶ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

Sunil Chandra Nayak

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

Sunil Chandra Nayak

ରାହୁଲ ଯାଦବ ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

Sunil Chandra Nayak

Leave a Comment

error: Content is protected !!