ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ 

ନୂଆପଡା // ନୂଆପଡା ଜିଲ୍ଲା  ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ। ବାଘ ସିଲିଆରୀ ବାହାରା ଗ୍ରାମ ନିକଟରେ ଏକ ଗାଈ କୁ ମାରି ଖାଉଥିବା ବେଳେ ଅକସ୍ମାତ ବାଘ ଘୁରି ବୁଲୁଥିଲା। ଗ୍ରାମବାସୀମାନେ ବାଘ ଗ୍ରାମ ନିକଟରେ ଘୁରି ବୁଲୁଥିବା ଦେଖି ବମ ବିଭାଗ କୁ ସୂଚିତ କରିଥିଲେ। ବନ ବିଭାଗ ବାଘ କୁ ଜାଲ ପକାଇ ଆୟତ୍ତ କରିଥିଲେ। ବାଘ ଖାଉଥିବା ଗାଈ ଦେହରେ କୌଣସି ରକମ ର ନିଶା ଦ୍ରବ୍ୟ କିମ୍ବା ବିଷ ଥିବା ଅନୁମାନ କରୁଛନ୍ତି। କଲରାପତାରିଆ ବାଘ କୁ ଧରିବା ନ ହେଲେ ସମ୍ବବ ନୁହଁ। ବାଘର ସ୍ବାସ୍ଥ୍ୟ ଠିକ ନ ଥିବା ବେଳେ ସେ ନିସ୍ତେଜ ହୋଇ ପଡି ରହିଥିଲା। ବାଘ ଖାଦ୍ୟ ଖାଇ ଚଟକା ପଟକା ହୋଇଥିବା ଦେଖିବାକୁ ମିଳିଥିଲା। ବାଘ କୁ ଧରି ଚିକିତ୍ସା ଜାରି ରହିଅଛି। ଘଟଣା ସ୍ଥଳରେ ବାଘ ପ୍ରାଣୀ ଚିକିତ୍ସା ବିଭାଗ ,ବନ ବିଭାଗ ଏବଂ ଗ୍ରାମବାସୀ ଉପସ୍ଥିତି ରେ ଚିକିତ୍ସା ଜାରି ରହିଅଛି। ଅପର ପକ୍ଷେ ଅଂଶୁଘାତ ହୋଇଥାଇ ପାରେ ବୋଲି ବନ ବିଭାଗ ପକ୍ଷରୁ ରେଞ୍ଜର ବବିତା ଭୋଇ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

masiha

ସାଇବର ସୁରକ୍ଷା ସଚେତନ ଅଭିଯାନ

masiha

ମୟୂରଭଞ୍ଜ ଜିଲ୍ଲାର ଦକ୍ଷ କର୍ତ୍ତବ୍ୟନିଷ୍ଠ କନେଷ୍ଟବଳ ଭକ୍ତବତ୍ସଳ ବେହେରା ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ 

masiha

Leave a Comment

error: Content is protected !!