ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୈତ୍ରପର୍ବ ରାମନବମୀ ମହାସମାରୋହରେ ପାଳିତ

ପଲନା:୧୫/୦୪- (ମନିସ):- ଚୈତ୍ର ଶୁକ୍ଳ ପକ୍ଷ ରାମନବମୀ ଗତ ତା ୩୦/୦୩/୨୦୨୩ ଠାରୁ ତା ୧୩/୦୪/୨୦୨୩ ରିଖ ୧୪ ଦିନ ବ୍ଯାପି ବଲାଙ୍ଗୀର ଜିଲ୍ଲାର ଦୀକ୍ଷାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡତୁଲା ଗ୍ରାମରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ମହାସମାରୋହରେ ରାମନବମୀ ପାଳନ କରାଯାଇଥିଲା।ଏହି ଉତ୍ସବ ଅବସରରେ ନାଟକ ପରିବେଷଣ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ଶହ ଶହ ଜନସାଧାରଣ ସାମିଲ ହୋଇ ଉପଭୋଗ କରିଥିଲେ।

ପଲନା ରୁ ଡମ୍ବରୁ ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

masiha

ସାମଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମେଧାବୀ ସମ୍ବର୍ଧନା ପ୍ରଦାନ 

Leave a Comment

error: Content is protected !!