ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସରପଞ୍ଚ ଙ୍କ ଦଲାଲ ହାତରେ

କାମାକ୍ଷାନଗର (ମ ନି ସ)23/4/23//ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନରେ ଥିବା କାନ୍ତୋଲ ପଞ୍ଚାୟତ । ଏହି ପଞ୍ଚାୟତଟି ଦଣ୍ଡାଧର ଡ୍ୟାମର ପାଣି ଓ ଲଞ୍ଜିଗଡ ପର୍ବତ ଘେରା ରେ ରହିଥିବା ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତ । ଏଠାରେ ଚାଲିଥିବା ସରପଞ୍ଚ ଶ୍ରୀମତୀ କାମିନୀ ଦେହୁରୀ ଓ ତାଙ୍କ ଦଲାଲ ବଳରାମ ମାଝି ଙ୍କ ଜଙ୍ଗଲ ରାଜ ର ଗୁମର ଖୋଲିଲେ କାନ୍ତୁଲ ଗ୍ରାମ ପଞ୍ଚାୟତ ମାଣ୍ଡିଆ ପଡ଼ା ର ଗ୍ରାମବାସୀ ମାନେ ।ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନାମରେ ସରପଞ୍ଚ,ପିଓ ଓ ଜି ଆର ଏସ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ ସମିତି ର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଥିଲେ। ଉକ୍ତ ସରପଞ୍ଚ , ପିଓ ଓ ଜିଆର୍ ଏସ କୁ କିଏ ଅଧିକାର ଦେଲା ସରକାରଙ୍କର ଏହି ଗୁରୁତ୍ୱ ପୂର୍ଣ୍ଣ ଫାଇଲ ସରପଞ୍ଚଙ୍କ ଦଲାଲ ବଳରାମ ମାଝୀଙ୍କ ହାତରେ l ତାଙ୍କ ବିରୋଧ କାଯ୍ୟାନୁଷ୍ଟାନ ନେବା ପାଇଁ ବିଡିଓ ,ସବକଲେକ୍ଟର ଓ କଲେକ୍ଟରଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମବାସୀ ଓ ଶତାଧିକ ମହିଳା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

masiha

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!