Uncategorizedଛାଇ by Sunil Chandra NayakMarch 7, 20220148 Share0 ଛାଇ *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥ ୪୭)ସାନ ପିଲା ମଧ୍ୟ ଦେଇ ପାରେ ଜ୍ଞାନ ବୟସ୍କ ନ କର ତାଂକୁ ହେୟ ଜ୍ଞାନ _ ୪୮)ଅସୁବିଧା ରେ ଯିଏ ଦେଖେ ସୁବିଧା ହେଇ ଥାଏ ସିଏ ଜଗତଜିତା _ _____ କୋଲନରା,ରାୟଗଡ଼ା ଜିଲ୍ଲା