ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ନବରଙ୍ଗପୁର–(ମସିହା) ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ମହୋଦୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ ଓ ରନ୍ଧାରୀ ସାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପୂଜାରୀ ସାର , ବରିଷ୍ଠ କିରାଣୀ ମହୋଦୟ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ,ଜଗଦିଶ ସାସମଲ, ଡମ୍ବରୁ ହରିଜନ,ଧରଣୀ କମଲା,ଜେମସ ପ୍ରଭାକର ଵେନିଆ ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପାଢୀ ସାରଙ୍କ ପ୍ରେରଣା ଦାୟକ କାର୍ଯ୍ୟକ୍ରମ, ପିଲାମାନଙ୍କୁ ମଣିଷ ତିଆରି ପାଇଁ ବିଦ୍ୟାଳୟ ପରିଦର୍ଶନ ସମସ୍ତ ଆପ୍ୟାୟିତ କରି ଶିକ୍ଷା ର ବିକାଶ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେରଣା ହୋଇ ପାପଡାହାଣ୍ଡି ଶିକ୍ଷା ର ବିକାଶ ପାଇଁ ଦେଵଦୂତ ଭଳି କାର୍ଯ୍ୟ କରି ବ୍ଳକ ପାଇଁ ଗୌରବ ଅର୍ଜନ କରିଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ। ସମସ୍ତଙ୍କ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାର ଙ୍କ ଆଗାମୀ ଜୀବନ ସୁଫଳ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଶତକୋଟି ପ୍ରଣାମ ଜଣାଇ ତାଙ୍କରଶୁଭ ମନାସିଥିଲେl।ଗୋଷ୍ଠୀ ଶିକ୍ଷା ଅଧିକାରୀ ସାର ସମସ୍ତଙ୍କ ସହଯୋଗ କାର୍ଯ୍ୟ କୁ ଧନ୍ୟବାଦ ଜଣାଇଥିଲେ।ପ୍ରକାଶ ଥାଉକି ସେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ସବୁ ସ୍ଥାନରେ ପ୍ରଶଂଶନୀୟ ହୋଇ ଆଦର୍ଶ ଶିକ୍ଷକ ରୂପେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ଖ୍ୟାତି ଅର୍ଜନ କରିପାରିଥିଲେ l

ଆଦର୍ଶ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଙ୍କ ତରଫରୁ ଅବସର ନେଉଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପାଢୀ ମହାଶୟ ଙ୍କୁ ଭାଗବତ ପୁସ୍ତକ ସହ ଗୌତମ ବୁଦ୍ଧଙ୍କ ଫଟୋ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Soorya Krishnamoorthy to be coveted with 15th Bharat Muni Samman.

masiha

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

Sunil Chandra Nayak

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!