ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ.ଏମ୍.ଏଫ୍.ସି କୋର୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଥୁଆମୂଳ ରାମପୁର:୦୩/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ (ସିଭିଲ୍ ଜଜ୍ Jr. Division) cum ଜେ.ଏମ୍.ଏଫ୍.ସି କୋର୍ଟ ) ର ପ୍ରଥମ ବାର୍ଷିକ ଉତ୍ସବ ତା ୦୩/୦୫/୨୦୨୩ ରିଖ ବୁଧବାର ଦିନ ଥୁଆମୂଳ ରାମପୁର ବାର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଚାରପତି ଶ୍ରୀ ସୋମେଶ ସୋମ୍ୟାଜିତ ପଣ୍ଡା ଯୋଗଦେଇ ଥିବାବେଳେ ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜିବୀ ଶ୍ରୀ ସୁଶୀଲ କୁମାର ରାଉତ ସ୍ବାଗତ ଭାଷଣ ଦେବା ସହିତ ପରିଚୟ ପ୍ରଦାନ କରିଥିଲେ। ଆଇନଜୀବୀ ଲୋକନାଥ ନାଏକ ଯୁବ ଆଇନଜୀବୀ ଶ୍ରୀ ମନୋରଞ୍ଜନ ନାଏକ , ଆଇନଜୀବୀ ଦିଲ୍ଲୀପ ନାଏକ, ପ୍ରିୟଙ୍କା ମାଝୀ, ପଲ୍ଲବୀ ମୁଣ୍ଡଛିନା ନବ କିଶୋର ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ ବେଳେ ସ୍ଥାନୀୟ ଥାନା ଅ ଶ୍ରୀ ଗୋବିନ୍ଦ ମାଝୀ, କୋର୍ଟ ର ସମସ୍ତ କର୍ମଚାରୀ ଯୋଗଦେଇ। ଏଥିରେ ଗ୍ରାମାଞ୍ଚଳର ଲୋକେ ସହଜରେ କିଭଳି ଆଇନ ର ସହାୟତା ପାଇବା ସହିତ ଠିକ୍ ସମୟରେ ନ୍ୟାୟ ପାଇପାରିବେ ସେନେଇ ବିଶେଷ ଆଲୋଚନା କରାଯାଇଥିଲା। ଏପରିପ୍ରେକ୍ଷୀରେ ଆଇଜୀବୀ ମାନଙ୍କ ମଧ୍ୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

masiha

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ 

Sunil Chandra Nayak

Leave a Comment

error: Content is protected !!