ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ୨ ଗୋରୁ ମୃତ୍ୟୁ

ବନ୍ଧୁଗାଁ ତା,୨୯/୪/୨୩ ଅଦିନିଆ ବର୍ଷାରେ ହୋଉଥିବା ବିଜୁଳି ଘଡଘଡ଼ି ସହ ସ୍ତାନେ ସ୍ତାନେ ବଜ୍ରପାତ  ହେଉଥିବାର ଦେଖିବାକୁ ମିଳିଛି I ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଜାଗୁଡ଼ା ଗ୍ରାମରେ ବଜ୍ରପାତରେ ୨ ଗୋରୁ ମୃତ୍ୟୁ ହୋଇଥିବାର ଦେଖୁବାକୁ ମିଳିଛି I ୨ ଗାଈ ହେଲା ଜାଗୁଡା ଗ୍ରାମର ବିସିନାଥ ହାରେକା ଓ କାମେୟା ହାରେକା ୨ ଜଣଙ୍କ ଗୋଟିଏ ଲେଖାଏଁ ମରିଥିବାର ସୂଚନା ମିଳିଛି I ୨ ବଳଦ ମୃତ୍ୟୁ ବିଷୟରେ ବନ୍ଧୁଗାଁ ପ୍ରାଣୀ କେନ୍ଦ୍ରରେ ଲିଖିତ ଭାବରେ ଜଣାଇଥିବାରୁ ଉକ୍ତ ସ୍ଥାନକୁ ପ୍ରାଣୀ ଅଧିକାରି ସୁଧାକୋର ହୁଇକା ଓ ବି. ଭି. ଓ ଦୁର୍ଗା ପ୍ରସାଦ ହୋତା ୨ ବଳଦ ବ୍ୟବଛେଦ କରି ଗାଈର ସାହୁକାରଙ୍କୁ ପ୍ରଦାନ କରିଥିଲେ I ଆଜିକାଲି ବର୍ଷା ଅଳ୍ପ ଅଳ୍ପ ହୋଉଥିବାରୁ ଚାଷ ଜମିରେ ହଳ ଲଙ୍ଗଳ କରୁଥିଲେ ବର୍ତ୍ତମାନ ହଳ ଲଙ୍ଗଳ କରିବା ପାଇଁ ୨ ବ୍ୟକ୍ତି ଚିନ୍ତାରେ ପଡି ଦୁଃଖ ରେ ଭାଙ୍ଗି ପଡିଛନ୍ତି I ଉକ୍ତ ବିଷରେ ଜାଗୁଡା ଆର ଆଇ ମୃତ ବଳଦର  ତଦନ୍ତ ପରେ ସରକାର ପକ୍ଷରୁ କିଛି ସହାୟତା  ମିଳିପାରେ ବୋଲି କହିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ; ବିଗତ ବର୍ଷଠାରୁ ବଢିଛି ଜିଲ୍ଲାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ

masiha

ପାଣିରେ ବୁଡି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!