ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନଥାନା ! ସ୍କୁଟିରୁ ଖସି ମହିଳା ମୃତ

ମୟୂରଭଞ୍ଜ -୭/୫ (ମସିହା) ରୋଗୀ ହୋଇ ଡାକ୍ତରଙ୍କୁ ଦେଖା କରିବାକୁ ଆସୁଥିବା ସମୟରେ ରାସ୍ତାରେ ଶବ ପାଲଟିଗଲେ ।

ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା ! ରାଇରଙ୍ଗପୁର ଟାଉନ ଥାନାଠାରୁ ଅନତି ୩ କିମି ଦୂରରେ ପୁରୁଣା ପାଣି ଆଡୁ ଆଜି ପୂର୍ବାହ୍ନ ୧୦.୪୫ଟା ସମୟ ପାଖାପାଖି ରାଇରଙ୍ଗପୁରକୁ ସ୍କୁଟିରେ ଦମ୍ପତି ଆସୁଥିବା ବେଳେ ଆରୋହୀ ମହିଳା ଜଣକ ଖସି ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ପ୍ରବଳ ଗ୍ରୀଷ୍ମପ୍ରବାହ ।ଖରାରେ ଛଟପଟ ହେଉଛନ୍ତି ଲୋକେ । ସୂଚନାଯୋଗ୍ୟ ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ଗ୍ରାମର ଅବସରପ୍ରାପ୍ତ ନାଲୋକ କର୍ମଚାରୀ ଵାଣଜୁ ହେମ୍ବ୍ରମ ତାଙ୍କ ଅସୁସ୍ଥ ପତ୍ନୀ ରାଇବାରି ହାଁସଦା (୪୪) ଙ୍କୁ ସ୍କୁଟି ଯୋଗେ ରାଇରଙ୍ଗପୁର ଆଡ଼କୁ ଡାକ୍ତରଙ୍କୁ ଦେଖାଇବାକୁ ଆସୁଥିବା ସମୟରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସ୍କୁଟିରୁ ପଛପଟେ ମହିଳା ଜଣକ ଖସି ପଡ଼ିଥିଲେ ।ପଛପଟ ମୁଣ୍ଡ ନାକ,କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ତୁମେ ନୂଆ ତାଲିକା ବାହାରିଲେ ଘର ପାଇବ ! ଶୁଣି ଶୁଣି ପାଞ୍ଚ ବର୍ଷ ବିତିଗଲା ,ଏବେ ପୁଣି ସେହି ବାଣୀ !

Sunil Chandra Nayak

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ

masiha

Leave a Comment

error: Content is protected !!