ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଯାଦବ ସମାଜ ସଂଗଠକ ଜଗମୋହନ ଭୋଇ ଙ୍କ ପରଲୋକ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରିଷ୍ଠ ଯାଦବ ସମାଜ ସଂଗଠକ ଜଗମୋହନ ଭୋଇ ଙ୍କ ପରଲୋକ ହୋଇଯଇଛି। ତାଙ୍କ ବିୟୋଗରେ ସମାଜ କାର୍ଯ୍ୟକାର୍ତ୍ତା, ନେତୃମଣ୍ଡଳୀ , ବିଭିନ୍ନ ବର୍ଗର ଜନସାଧାରଣ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ବାସଭବନ ରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ସଂଖ୍ୟକ ଲୋକ ତାଙ୍କ ବାସଭବନରେ ସମାଗମ ହୋଇଥିବାବେଳେ, ଶ୍ରୀ ଭୋଇ ଙ୍କ ଜୀବନ କାଳରେ ଭୋଜପୁର ଅଞ୍ଚଳ ତଥା ଜିଲ୍ଲା ଯାଦବ ସମାଜର ଅନେକ ସମାଜ ସଂଗଠନ କାମରେ ନିଜକୁ ସାମିଲ କରି ବେଶ ପ୍ରଶଂସିତ ହୋଇଛନ୍ତି । ଶ୍ରୀ ଭୋଇ ଙ୍କ ଦେହାନ୍ତରେ ଭୋଜପୁର ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅର୍ଦ୍ଧ ନିର୍ମିତ ପ୍ରସିଦ୍ଧ  ଶୈବ ପୀଠ , ଭକ୍ତ ହତାଶ

Sunil Chandra Nayak

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

Leave a Comment

error: Content is protected !!