ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟକୁ ଲୋକାଭିମୁଖୀ କରିବା ରେ ପଲ୍ଲବୀ ପାଠାଗାରର ଏକ ଭିନ୍ନ ପ୍ରୟାସ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ସ୍ଥିତ ପଲ୍ଲବୀ ପାଠାଗାରର ଏକ ଭିନ୍ନ ପ୍ରୟାସ ହାତକୁ ଗତ ତିନି ବର୍ଷ ହେଲା ନେଇଛି ।ଯୁବକ,ଶିଶୁ, ବୃଦ୍ଧ ଙ୍କୁ ସାହିତ୍ୟଜଗତକୁ ଆକୃଷ୍ଟ ଲକ୍ଷ୍ୟରେ ବିଭିନ୍ନ ଉପାଦେୟ ପୁସ୍ତକ ପତ୍ରିକା ବଣ୍ଟନ କରୁଛି । ବିନା ମୂଲ୍ୟରେ ଶିକ୍ଷଣୀୟ ପୁସ୍ତକ ଦୂରଦୁରାନ୍ତର ବିଭିନ୍ନ ବିଦ୍ୟାଳୟରେ ଦେଇ ଲୋକଙ୍କ ପାଖରେ‌ ପରିଚିତ ହୋଇ ପାରିଛି ।ଏହି ପାଠାଗାରରେ ଓଡ଼ିଆ , ହିନ୍ଦୀ,କୋସଲି, ଇଂରାଜୀ ଭାଷାର ଅନେକ ପୁସ୍ତକ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ବରେ ଯୁବକବି ଡିସମ୍ବର ମେହେର କରୁଥିବା ବେଳେ ବ୍ରଜରାଜନଗର ର ବଳଦେବ ଦିକ୍ଷୀତ ସହଯୋଗ ପ୍ରଦାନ କରି ଆସୁଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଧାରଣା: ପ୍ରତିବାଦ ସଭା

Sunil Chandra Nayak

ସଡ଼କ ଦୁର୍ଘଟଣା ରେ ଶିକ୍ଷକ ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!