ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ଖାଇ ଯୁବକ ମୃତ; କାରଣ ଅସ୍ପଷ୍ଟ 

ମୟୂରଭଞ୍ଜ -୮/୫/୨୩ (ମସିହା) ଜାମଦା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଶୀ ଗ୍ରାମର କାଶିନାଥ ଟୁଡୁଙ୍କ ୨୫ ବର୍ଷିୟ ପୁଅ ମାନସିକ ଭାରସାମ୍ୟ ହରାଇ ରବିବାର ଦିନ ଅପରାହ୍ନରେ ବିଷ ଖାଇ ଗୁରୁତର ହୋଇଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ରାତି ୧୦ ଟା ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଜାମୁଦା ପୋଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ୫/୨୩ ରୁଜୁ କରି ତଦନ୍ତ କରୁଛି । ପୋଲିସ ଶବ ବ୍ୟବଚ୍ଛେଦ କରାଇ ସୋମବାର ଦିନ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡି ଓ ଙ୍କ ଯୋଗଦାନ  

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

masiha

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

masiha

Leave a Comment

error: Content is protected !!