ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଲୋକ ମାନଙ୍କୁ ଭେଟି ସମବେଦନା ଜଣାଇଲେ ବିଜେଡି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା 

ଢେ଼ଙ୍କାନାଳ(ମ ନି ସ)ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିକିଆରୀ ଗ୍ରାମର ଲକ୍ଷ୍ମୀଧର ପାତ୍ର ଙ୍କୁ ଗତ 5 ତାରିଖ ଦିନ ହାତୀ କଚାଡି ମାରିଦେଇଥିଲା I ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଶ୍ରୀମତୀ ନମିତା ନାଏକ ତାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ପରିବାର ଲୋକଙ୍କ ଭଲ ମନ୍ଦ ବୁଝିଥିଲେ I ଠିକ ସେହି ଦିନ ରାସୋଳ ନୂଆପାଟଣା ଗ୍ରାମର ବ୍ରହ୍ମାନନ୍ଦ ବେହେରାଙ୍କ ଘର ନିଆଁ ଲାଗି ଆସବାବ ପତ୍ର ପୋଡି ଯାଇଥିଲା I ଶ୍ରୀମତୀ ନମିତା ନାଏକ ଖବର ପାଇ ତାଙ୍କ ଘରେ ପହଂଚି ସମବେଦନା ଜଣାଇବା ଥିଲେ I

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବ୍ଲକ କର୍ମଚାରୀଙ୍କ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ

Sunil Chandra Nayak

ମିଳିତ ଶିକ୍ଷକ ସଂଘର ବିଇଓ ଅଫିସ ଘେରାଓ ଓ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

masiha

Leave a Comment

error: Content is protected !!