ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି ବନ୍ଧୁ ପୁରସ୍କାର ପାଇବେ ରାହୁଲ ତାଣ୍ଡି (ଛବି) 

ଗୋଳାମୁଣ୍ଡା ୦୬/୬/ମସିହା/ ଚଲିତବର୍ଷ କଳାହାଣ୍ଡି ଜିଲ୍ଲାର ୭ ଜଣ ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଥିବା ବେଳେ ସେମାନଙ୍କ ମଧ୍ୟ ରେ ଅଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଳ ଗ୍ରାମପଞ୍ଚାୟତ ଗୋଇନ୍ଦିମୁଣ୍ଡା ଗ୍ରାମ ର ସ୍ଵେଚ୍ଛାସେବୀ ଛବିଲାଳ ତାଣ୍ଡି ପିତା ଧନବଲ୍ ତାଣ୍ଡି ଓ ମାତା ତୁଳସୀ ତାଣ୍ଡି ଙ୍କ ସୁପୁତ୍ର ଛବିଲାଲ ତାଣ୍ଡି।  ଗୋଲାମୁଣ୍ଡା ବ୍ଲକ ତଥା ଆଖ ପାଖ ଅଞ୍ଚଳ କୁ ଯାଇ ବିଭିନ୍ନ ଯୁବ ଅନୁଷ୍ଠାନ ମାନ ଙ୍କ ସହଯୋଗ ରେ ଗାଁ ରାସ୍ତା୍ତା, ମନ୍ଦିର, ପୋଖରୀ , ଝରଣା ନଈ କୂଳ , ଡାକ୍ତର ଖାନା , ପୋଲିସ ଷ୍ଟେସନ୍ ,  ବଜାର ପଡିଆ, ସ୍କୁଲ କଲେଜ ଆଦି ବିଭିନ୍ନ ସ୍ଥାନ ରେ ଜଳଛତ୍ର ର ବ୍ୟବସ୍ଥା ଆଉ କେତବେଳେ ବନ୍ୟଜନ୍ତୁ ସରୀସୃପ ପକ୍ଷି ଓ ଗୃହ ପାଳିତ ପଶୁ ମାନଙ୍କର ପାଇଁ ପାନୀୟ ଜଳ ସୁରକ୍ଷା ଓ ମୂର୍ତ୍ତିକା ସରଂକ୍ଷଣ ଊପରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି l ପରିବେଶ ସୁରକ୍ଷା ରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ରୁ ଛବିଲାଲ ତାଣ୍ଡି ଙ୍କୁ ଓଡ଼ିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ଅଞ୍ଚଳ ବାସୀ ଶ୍ରୀ ତାଣ୍ଡିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମୋଟ ୧୩୦ଟି ଅଭିଯୋଗର ହେଲା ଶୁଣାଣୀ.

Sunil Chandra Nayak

ଷାଠିଏ ବର୍ଷୀୟା ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ 

masiha

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

Leave a Comment

error: Content is protected !!