ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁରକ୍ଷିତ ପ୍ରକୃତିର ଗନ୍ତାଘର ଶିମିଳିପାଳର ସୁରକ୍ଷା ପାଇଁ ଭଂଜସେନାର ପଦଯାତ୍ରୀ ଦଳ ରାଇରଙ୍ଗପୁର ପହଞ୍ଚିଲେ

ମୟୂରଭଞ୍ଜ: ୬/୬ (ମସିହା) ପ୍ରକୃତିର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ।ଏହାକୁ ଲୁଟୁଛନ୍ତି ଅସାଧୁ ବନକର୍ମଚାରୀ,ଆନ୍ତଃରାଜ୍ଯ ଶିକାରୀ । ମୋହନା ସାଜିଛନ୍ତି ସ୍ଥାନୀୟ ଅଂଚଳର କିଛି ଅସାମାଜିକ ଲୋକ ।ବନ ବିଭାଗ ଓ ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନର ଫାଇଦା ନେଉଛନ୍ତି କୁଜି ଶିକାରୀ । ଆନ୍ତଃ ରାଜ୍ୟ ତସ୍ଖରଙ୍କ ଅର୍ଥ ଲୋଭରେ ଅସାମାଜିକ ଯୁବକ ପାଲଟିଛନ୍ତି ଶିକାରୀ । ବନ ବିଭାଗରେ କର୍ମଚାରୀ ଅଭାବ ଏବଂ ସେମାନଙ୍କ ହାତରେ ଅସ୍ତ୍ର ନ ଥିବା ଯୋଗୁଁ ଫାଇଦା ନେଉଛନ୍ତି ଶିକାରୀ । ଆଇନର ଗଳାବାଟରେ ଖସି ଯାଉଛନ୍ତି ଶିକାରୀ ଯାହାକୁ ନେଇ ବନ ବିଭାଗ ଅସହାୟ । ଯାହାଫଳରେ ଧ୍ବଂସ ହେଉଛି ସୁନ୍ଦର ସଵୁଜିମା ଶିମିଳିପାଳ,ବିରଳ ପ୍ରଜାତିର ପଶୁପକ୍ଷୀ,ବୃକ୍ଷ ଲତା, ଔଷଧୀୟ ଗଛ ।ଏହି ଶିମିଳିପାଳ ପର୍ବତ, ଜୀବଜନ୍ତୁ,ଵୃକ୍ଷଲତାର ସୁରକ୍ଷା ନେଇ ଅଣ୍ଟା ଭିଡିଛି ଭଂଜସେନା । ଏଥିପାଇଁ ଠିକୁରମୁଣ୍ଡାରୁ ପଦଯାତ୍ରା ଆରମ୍ଭ କରି ଆଜି ପଞ୍ଚମ ଦିନରେ ରାଇରଙ୍ଗପୁରରେ ପହଞ୍ଚିଛି । ସେମାନଙ୍କର କହିବାନୁଯାୟୀ ଶିମିଳିପାଳରେ ଦିନ କୁ ଦିନ ଅବାଧ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ଶିକାରୀମାନେ ବେଆଇନ ବନ୍ଧୁକ ଧରି ଗୋଟେ ପରେ ଗୋଟେ ଅପରାଧ ଘଟାଇ ଚାଲିଛନ୍ତି।ଏପରିକି କିଛିଦିନ ପୂର୍ବେ ଶିକାରୀଙ୍କ ଗୁଳିମାଡ ରେ ଜଣେ ଫରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ ବେଳେ ବନ ବିଭାଗ ତରଫରୁ ଜଣେ ଜଙ୍ଗଲ ମଧ୍ୟରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା।ଏବେ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ଶିମିଳିପାଳ ଜୈବ ମଣ୍ଡଳ କୁ ରକ୍ଷା କରାଯାଇ ପାରିବ ସେଥିପାଇଁ ମୟୁରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ଛାତ୍ର ସଂଗଠନ ଭଂଜସେନା ପକ୍ଷରୁ ଜିଲ୍ଲା ସାରା ସଚେତନତା ପଦଯାତ୍ରା କରୁଛି।

ପଦଯାତ୍ରୀ ଦଳ ମା କିଚେକଶ୍ୱରୀ ପୀଠ ଖିଚିଂ ,ଶୁକ୍ରୁଳି, ରରୁଆଁ,ଯଶୀପୁର ଦେଇ ରାଇରଙ୍ଗପୁର ରେ ପହଞ୍ଚି ଥିଲା।ରାଇରଙ୍ଗପୁର ମହୁଲଡିହା ଠାରୁ ପଦଯାତ୍ରା ଆରମ୍ଭ କରି ପଣ୍ଡିତ ରଘୁନାଥ ମୁର୍ମୁ ଛକ ,ଉପଜିଲ୍ଲାପାଳ କାର୍ଯ୍ୟାଳୟ,ବିଜୁ ପଟ୍ଟନାୟକ ଛକଦେଇ ବିଜାତଳା ଅଭୁମୁଖେ ପଦଯାତ୍ରା ଯାଇଥିଲା।ପଦଯାତ୍ରୀ ଙ୍କୁ ବିଭିନ୍ନ ଵର୍ଗର ଲୋକେ ସ୍ୱାଗତ କରିବା ସହିତ ଉତ୍ସାହିତ କରିଥିଲେ। ଶିମିଳିପାଳ ଚତୁଃପାର୍ଶ୍ଵରେ ସିଆରପିଏଫ ପ୍ଳାଟୁନ ନିୟୋଜିତ କରାଯାଇ ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ବଳୟକୁ ସୁଦୃଢ କରାଯିବା ସହ ଶିମିଳିପାଳ ପାଖକୁ ଲାଗିଥିବା ଗ୍ରାମର ଅସାମାଜିକ ଲୋକଙ୍କ ପ୍ରତି ନଜର ରଖିବା ସହ ବେଆଇନ ଵଂଧୁକ ରଖିଥିବା ଲୋକଙ୍କଠାରୁ ବଂଧୁକ ଜବତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଡିଏଫଓ ଅଫିସ ସହରରୁ ସ୍ଥାନାନ୍ତର କରାଯାଇ ଅଭୟାରଣ୍ୟ ଏବଂ ଅଭୟାରଣ୍ଯ ସନ୍ନିକଟ ରେ କାର୍ଯ୍ଯକାରୀ ହେଲେ ଶିକାରୀଙ୍କ ଅବାଧ ପ୍ରବେଶ ଉପରେ କଟକଣା ରହିବ ।ଜଙ୍ଗଲ ଭିତରକୁ ଜୀବିକା ପାଇଁ ନିର୍ଭର କରୁଥିବା ଓ ଜଙ୍ଗଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କୁ ପରିଚୟ ପତ୍ର ଦେଲେ ଅସାମାଜିକ ଲୋକଙ୍କ ଅବାଧ ପ୍ରବେଶ ମାତ୍ରା କମିଯିବ । ଅଂଚଳବାସୀଙ୍କୁ ଜୀବଜନ୍ତୁ ଓ ବୃକ୍ଷଲତା ସୁରକ୍ଷା, ଜଳବାୟୁ ସୁରକ୍ଷା ଏବଂ ଶିମିଳିପାଳ ପାଦ ଦେଶରେ ଔଷଧୀୟ ବୃକ୍ଷଲତା ଫାର୍ମ ସୃଷ୍ଟି କରି ସ୍ଥାନୀୟ ଯୁବକଙ୍କୁ ନିୟୋଜିତ କଲେ ,ଅବାଧ ଖଣି ଖନନ ରୋକା ଗଲେ ବହୁ ମାତ୍ରାରେ ଅଭୟାରଣ୍ୟ ସୁରକ୍ଷିତ ହୋଇ ପାରିବ ।  

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

masiha

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

masiha

ଜି୨୦ ଅନ୍ତର୍ଗତ ସିଭିଲ ୨୦ର କାର୍ଯ୍ୟକାରୀ ଗୋଷ୍ଠୀରେ ଯୋଗଦେଲେ ମହେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort