ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

  ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ର ନୁଆକୋଟ ପଞ୍ଚାୟତ ର ସିନ୍ଧିଗୁଡା ଠାରେ କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ଆଜି ମାନ୍ୟବର ଲୋକପ୍ରିୟ ଡାଵୁଗାଁବିଧାୟକ ଶ୍ରୀ ଯୁକ୍ତ ମନୋହର ରନ୍ଧାରି ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଦେଇ ଉକ୍ତ କାର୍ଯ୍ୟ ର ଭୂମି ପୂଜନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ,ଡାବୁଗାଁବିଜୁଜନତା ଦଳ ଉପଦେଷ୍ଟା ଶ୍ରୀ ଯୁକ୍ତ କୈଳାସ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ,ଡାବୁଗାଁ ବିଜେଡ଼ି ବ୍ଳକ ସଭାପତି ସୁରେନ୍ଦ୍ର ମିଶ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ର ସଭାପତି ଶ୍ରୀ ଯୁକ୍ତ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଙ୍କ ଦ୍ଵାରା ପରିଚାଳନା ହୋଇଥିଲାl

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଆଜି ଘରେ ଘରେ ତ୍ରିରଙ୍ଗା ସମାବେଶ 

masiha

୧- ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା,୨- ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ 

Sunil Chandra Nayak

ଶାଲିମର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ; ବନବିଭାଗ ଏବଂ ରେଳ ବିଭାଗ ଦାୟୀର ଦାୟିତ୍ବ ହୀନତାକୁ ନେଇ ଅଂଚଳବାସୀଙ୍କ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!