ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦପୁର ଅଞ୍ଛଳ ରେ ସିପିଆଇ (ଏମ୍ଏଲ) ଲିବରେସନ ର ମିଶ୍ରଣ ପର୍ବ ରେ ଶତାଧିକ ମହିଳା ପୁରୁଷ ଯୋଗ ଦାନ 

ମୁକୁନ୍ଦପୁର /ରାୟଗଡା // ସି ପି ଆଇ (ଏମ ଏଲ )ଲିବେରାସନ ତରଫରୁ କୋଲନରା ବ୍ଲକ ଅନ୍ତର୍ଗତ ରେଖା ପଦର – ଜରେଡି – ଭୁଇମଡା – ବାଙ୍କିଲି – ମୁକୁନ୍ଦ ପୁର ପଞ୍ଚାୟତ ର ବିଭିନ୍ନ ଗାଁ ରୁ ଶତାଧିକ ଆଦିବାସୀ ମହିଳା ପୁରୁଷ ମେଳି ହୋଇ ଯୋଗ ଦେଇ ଏକ ସଭା ଅନୁଷ୍ଠିତ କରାଯାଇଥିଲା । 

      ସ୍ଵାଧୀନତା ର 75 ବର୍ଷ ମଧ୍ୟରେ ଆଦିବାସୀ ମାନଙ୍କ ସମସ୍ୟା ସମାଧାନ ଏବଂ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଥିପାଇଁ ଦେଶରେ ଫାସିବାଦ ର ଆକ୍ରମଣ ଯୋରଦାର ହେଉଛିl ମୁଖ୍ୟ ବକ୍ତା ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ – ବୃନ୍ଦାବନ ବିଡିକା ରାଜ୍ୟ କମିଟି ସଭ୍ୟ ଏବଂ ମେଦିରି ଗରଡିଆ – ଲିଗଂ ରାଜ ପେଦେଣ୍ଠି ଉଦବୋଧନ ଦେଇଥିଲେ। ଜୁନ 05 05 2023 ତାରିଖରେ ସିପିଆଇ( ଏମଏଲ)ଲିବରେସନ ତରଫରୁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ପାଇଁ ଉକ୍ତ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । 

 ଉକ୍ତ ସଭା ନିଷ୍ପତି ରେ ଦାବି ସମୁହ  ସମସ୍ତ କୁଂ ରେସନ୍ କାର୍ଡ ଯୋଗାଇ ଦେବା ସହ 50 କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ। କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ 2022 ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରାଯାଉ। ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା – ସ୍ୱାସ୍ଥ୍ୟ – ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ। ସମସ୍ତ ଗରିବ ମାନକୁଂ ଜବ କାର୍ଡ ମନରେଗା ଯୋଜନାରେ ବର୍ଷ କୁ 200 ଦିନ କାମ ଦୈନିକ 600 ଟକାଂ ଯୋଗାଇ ଦିଆଯାଉ ।ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ 3000 ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ ଦିଆଯାଉ।ସମସ୍ତ ଗରିବ ଲୋକ ମାନକୁଂ 200 ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ।

ଉପସ୍ଥିତ ରହି ଥିଲେ ଏହି କାର୍ଯ୍ୟକ୍ରମ ରେ ଅଶୋକ କଣ୍ଡାଗରି,ଡମ୍ବୁରୁ କଣ୍ଡାଗରି,ଗୋବିନ୍ଦ କଣ୍ଡାଗରି – ୱlର୍ଡ ମେମ୍ଭର ପlଣ୍ଡର ତାଲା, ବାଲ୍ମିକୀ କାଡ୍ରାକା, ଭୁଷଣ କାଡ୍ରାକl, ମୁଷୁରୁ ବିଡିକା,ମହେଶ ମଣ୍ଡାଙ୍ଗି ରାମାରାଓ ହାରାକା,ଧରମପୁରି ପିରିପାକା, ସୁଶୀଳl ପାତିକା – (ମହିଳା) ନାୟକ ସରପଞ୍ଚ – ରେଖା ପଦର,ହାରାବତୀ ହେଫ୍ରିକା (ମହିଳା) ୱlର୍ଡ ମେମ୍ଭର,ହେଫ୍ରିକା ମକୁତା (ମହିଳା )ୱlର୍ଡ ମେମ୍ଭର  ତିରୁପତି ଗମାଙ୍ଗ ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ, କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ପାଳିତ 

Sunil Chandra Nayak

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!