ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପ୍ରାଣା ମହିଳା ଚୁନିବାଳା ନନ୍ଦଙ୍କ ପରଲୋକ

କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ବେଣ୍ଟକାର ଜେନାସାହି ଅଞ୍ଚଳର ଚୁନିବାଳା ନନ୍ଦ (୬୦) ଗତକାଲି ହୃଦଘାତରେ ପରଲୋକ ଘଟିଛି । ତାଂକ ମୃତ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳର ଶିବ ବିଶ୍ବାଳ,ପ୍ରଶାନ୍ତ ଦାସ,ଉମେଶ ମହାପାତ୍ର,ବିଜୟ ଦାସ,ମାନସ ବେହେରା,ସମାଜ ସେବୀ ଗୀତିକାର ନିରେଶ ମହାପାତ୍ର ପ୍ରମୁଖ ଶେଷ ଦର୍ଶନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜ୍ୟେଷ୍ଠପୁତ୍ର ବିନୟ କୁମାର ନନ୍ଦ ମୁଖାଗ୍ନି ଦେଇଥିଲେ । ମର ଶରୀରକୁ ଗ୍ରାମରେ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରଯାଇଥିଲା।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ ଅନୁଷ୍ଠିତ ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର

Sunil Chandra Nayak

ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ପାଳିତ 

ମୁଷାନାଳଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ସମାରୋହ , ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!