ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ନବ ମନୋନୀତ କର୍ମକର୍ତ୍ତା ସମ୍ବର୍ଦ୍ଧିତ

ଚିଲିଗୁଡ଼ା -: ଆଜି ଜୁନାଗଡ ଠାରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବିଚାରକ ସଂଗଠନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ନବ ମନୋନୀତ କର୍ମକର୍ତ୍ତା ମାନଙ୍କୁ ସମର୍ଦ୍ଧିତ କରାଯାଇଛି l ଏହି ସମ୍ବର୍ଦ୍ଧିତ ସଭା ରେ ନବ ମନୋନୀତ ସଭାପତି ଧନଞ୍ଜୟ ଦୀପ୍ ଙ୍କ ସଭାପତିତ୍ବରେ ସଭା ଆୟୋଜନ ହୋଇଥିଲା, ମଞ୍ଚ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଜିଲ୍ଲା ର ୧୩ ଟି ବ୍ଲକ ଓ ୩ ଟି ଏନ୍ ଏ ସି କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସମସ୍ତ ଙ୍କୁ ସମର୍ଦ୍ଧିତ କରାଯାଇଛି। ଏଥିରେ ଉପସ୍ଥିତ ଥିଲେ ବରିଷ୍ଠ ଉପଦେଷ୍ଟା ଗଙ୍ଗାଧର ଜାଲ, ବସନ୍ତ ନାଏକ, ବିଜୟ ରାଜ ଶିକ୍ଷା,ଦେବରାଜ ଛତ୍ରୀଆ, ସୁବାସ ନାଗ, ଉପସଭାପତି ବିନ୍ଦୁ ମହାନନ୍ଦ,ଟୁକୁମଣି ସୁନା,ଯୁବ ସଭାପତି ତେଜ ରାଜ ବେହେରା,,କୋଷାଧ୍ଯକ୍ଷ ଚୈତନ୍ୟ ବେମାଲ,,ସମ୍ପାଦକ ଜୟ ପ୍ରକାଶ ଜାଲ, ଇନ୍ଦ୍ରମଣି ବାଗ,ଶ୍ରୀକାନ୍ତ ଛତ୍ରୀଆ,କୋକସରା ବ୍ଲକ ସଭାପତି କୌସିକ ଦୁରିଆ, କାର୍ଯ୍ୟକାରୀ ସଭାପତି ଅଜୟ ଦୀପ୍, ସମାଜିକ ମୁଖ୍ୟ ଧବଳେଶ୍ଵର ନାଗ, କଲମପୁର ବ୍ଲକ ସାଧାରଣ ସମ୍ପାଦକ ବଳରାମ ଛତ୍ରୀଆ,ଗୋଲାମୁଣ୍ଡା ବ୍ଲକ ସଭାପତି କ୍ଷେତ୍ର ମୋହନ ଛତ୍ରୀଆ, ଜୁନାଗଡ ବ୍ଲକ ସଭାପତି ମହାଦେବ ବାଗ, ଉପଦେଷ୍ଟା ସୁନ୍ଦର ମୋହନ ଛତ୍ରୀଆ,ନୀଳକଣ୍ଠ ନାଏକ, ଏନ୍ ଏ ସି ସଭାପତି ଲଳିତ ବାଗ, ସାଧାରଣ ସମ୍ପାଦକ ସୁନ୍ଦର ଲାଲ କୁମାର, ସଦର ସଭାପତି ସୂର୍ଯ୍ୟଦେବ ବାଗ ,କେସିଙ୍ଗା ବ୍ଲକ ସଭାପତି ଲୋକନାଥ ନାଗ, ଏନ୍ ଏ ସି ସଭାପତି ବିଷ୍ନୁ ମଙ୍ଗରାଜ,ସାଧାରଣ ସମ୍ପାଦକ ସନ୍ତୋଷ ମଙ୍ଗରାଜ, ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ, ଥୁଆ ପାଦର ସରପଞ୍ଚ ଦିଗମ୍ବର ଲୁହା କୁ ପଞ୍ଚାୟତ ରାଜ ବିଭାଗ ମୁଖ୍ୟ କରାଗଲା, ଦୟାନିଧି ନିଆଲ ଚାକିରିଆ ବିଭାଗ ଉପମୁଖ୍ୟ, ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ, ସମସ୍ତେ ନିଜ ନିଜ ଦାୟିତ୍ଵ କୁ ସୁଚାରୁରୂପେ ଚଳାଇବା ପାଇଁ ସମ୍ବିଧାନ କୁ ସାକ୍ଷୀ ରଖି ଉପଦେଷ୍ଟା ମାନଙ୍କ ପରାମର୍ଶ ରେ ସପଥ ନେଲେ । ସଂଗଠନର ଉପସ୍ଥିତ ସମସ୍ତ ବୁଦ୍ଧିଜିବୀ ଙ୍କ ପରାମର୍ଶ କ୍ରମେ ସଂଗଠନରେ ବିଶୃଙ୍ଖଳା କରୁଥିବା ସଦସ୍ଯ ମାନଙ୍କୁ ପ୍ରାଥମିକ ସଦସ୍ଯ ରୁ ବହିଷ୍କାର କରାଗଲା,,ବହିଷ୍କାର ସଦସ୍ଯ ମାନେ ହେଲେ,,ଯୋଗେଶ୍ଵର ସାଗର, ବିଭୀଷଣ ନାଏକ, ସୁଶିଲ କୁମାର ବାଗ, ତ୍ରିନାଥ ନାଏକ,, ତୁଷାର ମହାନନ୍ଦ, ବରୁଣ ସୁନା, ପ୍ରେମାନନ୍ଦ ବାଗ, ଏସ୍ ସୁଜାତା, ସୂର୍ଯ୍ୟ ନାରାୟଣ କୁମାର, ଶ୍ରୀବତ୍ସ ତାଣ୍ଡି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

masiha

କନ୍ଧମାଳ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା ୨୦୨୩ ଅନୁଷ୍ଠିତ। କନ୍ଧମାଳ ର ଆଦିବାସୀ ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଲା

Sunil Chandra Nayak

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!