ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

ଜୁନାଗଡ଼,୨୬/୫(ମ ନି ସ) ଜୁନାଗଡ ହିଞ୍ଜିଳି ବାହାଲି ଛକ ନିକଟ ରେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପଡିଥିଲା l ସୂଚନା ପାଇ ଜୁନାଗଡ ପୋଲିସ ଘଟଣାସ୍ଥଳ ରେ ଉପସ୍ଥିତ ହୋଇ ମୃତ ଦେହ କୁ ଉଦ୍ଧାର କରିଥିଲେ l ମୃତ ବ୍ୟକ୍ତି ଙ୍କ ବୟସ ୫୫ବର୍ଷ ହେବ ବୋଲି ଅନୁମlନ କରାଯାଉଛି l ଏହି ସଂକ୍ରାନ୍ତ ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି l ଖବର ଲେଖା ହେବl ପର୍ଯ୍ୟନ୍ତ ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନଥିବl ବେଳେ ଏଥି ନେଇ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ର ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

masiha

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

masiha

ଅନାସ୍ଥା ପ୍ରସ୍ତାବ ଡ୍ରାମା… ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

masiha

Leave a Comment

error: Content is protected !!