ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡି ଓ ଙ୍କ ଯୋଗଦାନ  

ତେନ୍ତୁଳିଖୁଣ୍ଟି -୨୬/୦୫/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେଇଛନ୍ତି। ସେ ଏଥି ପୂର୍ବରୁ ଲାଞ୍ଜିଗଡ଼ ତହସିଲ ରେ ଆଡିସିନାଲ ତହସିଲଦାର ଥିଲେ। ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବା ଦୁର୍ଯ୍ୟୋଧନ ଭୋଇ ଙ୍କୁ ଡେପୁଟି କଲେକ୍ଟର ଭାବେ ନବରଙ୍ଗପୁର ବଦଳି ହୋଇଛି। ନୂତନ ବିଡ଼ିଓ ଉତ୍ତମ ପରିବେଶ ରେ ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବା ସହ ରାଜ୍ୟ ସରକାରଙ୍କ 5 ଟି କୁ ସୁଚାରୁରୂପେ ପାଳନ କରିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

କେଡିୟୁଜେ ର ନୂତନ ସଭାପତି ରୂପେ କମ୍ବୁପାଣି ମିଶ୍ର ଓ ସାଧାରଣ ସମ୍ପାଦକ ରୂପେ ସନ୍ତୋଷ ସିଂହଦେଓ ନିର୍ବାଚିତ

Sunil Chandra Nayak

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଅଭିଯାନ

masiha

Leave a Comment

error: Content is protected !!