ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ 

ଢେଙ୍କାନାଳ, କାମାକ୍ଷାନଗର (ମନିସ )25/5/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ବିଜେପି ର ମଣ୍ଡଳ କାଯ୍ୟକାରିଣୀ ବୈଠକ ଆଜି ଅନୁଷିତ ହୋଇଯାଇଛି l କାମାକ୍ଷାନଗର NAC ର ବିଜେପି କର୍ମୀ ସଂଘଠନ କିପରି ମଜଭୁତ ହୋଇପାରିବ ପନ୍ଦରଟି ୱାର୍ଡର କର୍ମୀଙ୍କ ଉପସ୍ଥିତି ରେ ଆଲୁଚନା ହୋଇଥିଲା l ଏହି ମଣ୍ଡଳ କାଯ୍ୟକାରିଣୀ ବୈଠକରେ ଉପସ୍ଥିତ ଥିଲେ l ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ଉପସଭାପତି ଆଡଭୋକେଟ ପବିତ୍ର କୁମାର ବିଶ୍ୱାଳ, କାମାକ୍ଷାନଗର NAC ର ମଣ୍ଡଳପ୍ରଭାରୀ ଆଡ଼ଭୋକେଟ ରବିନାରାୟଣ ସାହୁ, କାମାକ୍ଷାନଗର ମଣ୍ଡଳ ସଭାପତି ଆଡ଼ଭୋକେଟ ବିଭୁ ସନ୍ଦୀପ କୁମାର ପଟନାୟକ, ଜିଲ୍ଲା ଉପସଭାପତି ଶିଶିରକାନ୍ତ ନାୟକ ଓ କାମାକ୍ଷାନଗର NAC ର ନଗରପାଳ ପ୍ରାର୍ଥୀ ରଞ୍ଜିତି କୁମାର ସାହୁ ଏବଂ କାମାକ୍ଷାନଗର NAC ର ଯୁବମୋର୍ଚ୍ଚା ସଭାପତି ଶେଷଦେବ ନାଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ 

masiha

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

Sunil Chandra Nayak

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ

Sunil Chandra Nayak

Leave a Comment

error: Content is protected !!