ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା ! ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

 ମୟୂରଭଞ୍ଜ- ୨୮/୫ (ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଜାତଳା ରାଜ୍ୟ ରାଜପଥ ଲୁହାକାନିଠାରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ କୁସୁମି ବ୍ଳକର ଵଣକାଟି ଗ୍ରାମର ଯୁବକମାନେ ବିଶୋଇ ଅଂଚଳର କେଶର ଗଡିଆ ଫୁଟବଲ ଖେଳ ଖେଳ ଖେଳିବାକୁ ଯାଇ ଫେରୁଥିବା ବେଳେ ଲୁହାକାନିଠାରେ ୭.୩୦ଟା ପାଖାପାଖି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।ଫୁଟବଲ ଖେଳାଳୀ ସାଉଁନା ଟୁଡୁ ରାସ୍ତାରେ ପଡି ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁହଁଟା ଚେତନା ହୋଇଯାଇଛି ।ଆଖି ପାଖରେ ବହୁତ ବଡ଼ କ୍ଷତ ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!