ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପାତର ବୁଢା ନକ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କର୍ଲାପାଟ -: ଆଜି ତା ୦୨,୦୬’୨୦୨୩ ରିଖ ଥିଆମୁଲ ରାମପୁର ବ୍ଲକ କର୍ଲାପାଟ ଗ୍ରାମପଞ୍ଚାୟତ ର ପରମଞ୍ଜି ଗ୍ରାମର ପାତର ବୁଢା ନକ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏହା ପାତର୍ବୁଡ଼ା କ୍ରିକେଟ୍ ଟିମ୍ ପେରମଞ୍ଜି ଙ୍କ ଉଦ୍ୟମ କ୍ରମେ ଆୟୋଜନ କରାଯାଇଛି । ଏଥିରେ ୧୬ ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରି ଥିବା ବେଳେ ୮ ଖଣ୍ଡ ଗାଁର ଦଳ ଭାଗ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହା ନଅ ଦିନ ଧରି ଚାଲିବ ଓ ୦୯,୦୬ ,୨୦୨୩ ରିଖ ଫାଇନାଲ ମ୍ୟାଚ୍ ଖେଳାଯିବ । ଆଜି ଉଦଘାଟନୀ ଉତ୍ସବରେ ଉକ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ବିଶ୍ଵନାଥ ମାଝୀ ଉଦଘାଟନ କରିଥିଲେ । ଏଥିରେ କର୍ଲାପଟ ଗ୍ରାମପଞ୍ଚାୟତ ର ସ୍ଵେଚ୍ଛାସେବୀ ବାଞ୍ଛାନିଧି ଦଣ୍ଡସେନା  ଉପସ୍ଥିତ ଥିବା ବେଳେ ପରାମଞ୍ଜି କ୍ରିକେଟ୍ ଟିମ୍ ର କ୍ୟାପଟେନ ଅନିଲ ମାଝୀ ଭାଇସ କ୍ୟାପଟେନ ଅରକ୍ଷିତ ମାଝୀ ଓ ତାଙ୍କ ଟିମ୍ ର ସମସ୍ତ ମେମ୍ବର ଯୋଗ ଦେଇଥିଲେ ।

କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ 

Related posts

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  କପିଆକୁ ହରାଇ ରାଜପୁର ଚମ୍ପିୟାନ 

masiha

Leave a Comment

error: Content is protected !!