ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆଇସିଏନ୍ ମୁମ୍ବାଇ ରେ ଢେଙ୍କାନାଳ ଜିଲ୍ଲାର ଯୁବକଙ୍କ ସଫଳତା

କାମାକ୍ଷlନଗର (ମ ନି ସ)୦୩/୬_ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଝିଲ୍ଲି ପଞ୍ଚାୟତ ଅନ୍ତର୍ଗତ ତୋରଡ଼ାନାଳୀ ଗ୍ରାମର କୁବେର ବେହେରାଙ୍କ ସୁପୁତ୍ର ଶ୍ୱେତବାହନ ବେହେରା । ମୁମ୍ବାଇର ପୁରୁଷ ଫିଜିକ୍ସ ନୋଭାଇସ କ୍ଲାସ ୱାନରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ଶ୍ୱେତବାହନ । ଏହି ଖେଳଟି ଗତ ୨୭ ତାରିଖ ଦିନ ମୁମ୍ବାଇ ନରୀମେନ୍ ପଏଣ୍ଟର ଜସୱାନ୍ତାଓ ଚାଭାନ କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପାଇଁ ଏହା ଏକ ବଡ଼ ଖୁସି ଖବର କହିଲେ ଅତ୍ୟୁକ୍ତି ହେବନାହିଁ। ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ , ମୁମ୍ବାଇରେ ପହଞ୍ଚି ଓଡ଼ିଶା ଓ ଢେଙ୍କାନାଳ ଜିଲ୍ଲାର ନାମକୁ ଆଗକୁ ଆଣିଥିବାରୁ କଙ୍କଡ଼ାହାଡ଼ ବ୍ଲକବାସି ସାଧୁବାଦ ଜଣାଇ ଖୁସି ଅନୁଭବ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଜିଲ୍ଲା ସ୍ତରିୟ କ୍ରିକେଟ ଚମ୍ପିୟାନସିପ-୨୦୨୩ ଉଦଯାପିତ

masiha

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

masiha

Leave a Comment

error: Content is protected !!