ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପରିବେଶ ଦିବସ ପାଳିତ

ନର୍ଲା (ମସିହା )କଳାହାଣ୍ଡି ଜିଲ୍ଲାର ହରଗୌରୀ ସାହିତ୍ୟ ଓ ସଂସ୍କୃତି ପରିଷଦ କୁଶୁର୍ଲା ତରଫରୁ ବିଶ୍ଵ ପରିବେଶ ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗବେଷକ, ସାହିତ୍ୟିକ ଓ ସଂଗଠକ ଡକ୍ଟର ଅଜିତ କୁମାର ବେହେରା ଯୋଗଦାନ କରି ବୃକ୍ଷର ଉପକାରିତା ଓ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷ ହ୍ରାସ ଫଳରେ ପରିବେଶ ଉପରେ କେମିତି କୁପ୍ରଭାବ ପଡୁଛି ସେ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ। ଏହି ଅବସରରେ ସ୍ବେଛାସେବୀମାନେ ହାତରେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରାଇଥିଲେ। ଶେଷରେ ଗଣେଶ ସାହୁ, ବିରେନ୍ଦ୍ର ରଣା ଓ ହେମନ୍ତ ସାହୁଙ୍କ ସମେତ ବହୁ ଯୁବକ ଯୁବତୀ ସହାୟତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

masiha

Leave a Comment

error: Content is protected !!