ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

ବନ୍ଧୁଗାଁ ତା,୬/୬/୨୩, // ରାୟଗଡା ଜିଲ୍ଲା କଲୋନାର ବ୍ଲକର ଚାରିଗୋଟି ପଞ୍ଚାୟତର କୁମାର ଧାମଣି ଠାରୁ ବେଟିଆ ପୋଡା ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ୧୫.୬୦୦.କିମି ପିଚୁ ସହ ୧୫.୪୬୦ କି.ମି. କଂକ୍ରିଟ ରାସ୍ତା ଓ ୧୪୦ କିମି ଅଟକଳ ପରିମାଣ ଟଙ୍କା ୯ କୋଟି ୨୨.୮୭.୨୪୮ ଲକ୍ଷ ବ୍ୟୟରେ ନିର୍ମିତ କାର୍ଯ୍ୟକୁ ପାଞ୍ଚ ବର୍ଷର ରକ୍ଷଣ ବେକ୍ଷଣର ଅଟକଳ ଟଙ୍କା ୪୬.୧୨.୩୩୩ ଟଙ୍କା କାରାଯାଇଅଛି I ଏହି କାର୍ଯ୍ୟର ଆରମ୍ଭ ୧୦:୬:୨୨ ରେ ଆରମ୍ବ ହୋଇ ୯:୬:୨୩ ଶେଷ ତାରିଖ ତାରିଖ ଧାର୍ଯ୍ୟ କୋରାଯାଥିଲା I ଏହି କାର୍ଯ୍ୟକୁ ଆଜକୁ ଦଶ ଦିନ ପୂର୍ବେ ଠିକାଦାର ମନୋଜ କୁମାର ନାୟକ କାର୍ଯ୍ୟ ଟିକୁ ଶେଷ କରିଥିବାରୁ ଉକ୍ତ କାର୍ଯ୍ୟକୁ ତଦାରଖ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଉପଦେଷ୍ଟା ଶ୍ରୀମତି ସବିତା ମହାପାତ୍ର ଓ ଆର.ଡ଼ି.ଏକଜୁନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, କୋଳନରା ବ୍ଲକର ଆର. ଡ଼ି. କନିଷ୍ଟ ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ ରାଉତ ରାଇ ପ୍ରମୁଖ ଉପସ୍ଥିତ ରହି ରାସ୍ତା ଓ ଲୋକଙ୍କର କିଛି ବିଶୟ ସ୍ଥିତି ପଚାରି ବୁଝିଥିଲେ I ଅଞ୍ଚଳର ଚାରିଗୋଟି ଗ୍ରାମ ଦେଇ ଚାଲିଥିବା ଗ୍ରାମରେ ରାସ୍ତା ଘାଟ ନଥିବାରୁ ସ୍ୱାସ୍ତ୍ୟ କେନ୍ଦ୍ର ଓ ପିଲାଙ୍କ ପାଠ ପଢା ପାଇଁ ସ୍କୁଲ ଯିବା ଅସୁବିଧା ହୋଉଥିଲା, ବର୍ତ୍ତମାନ ଲୋକେ ରାସ୍ତା     ହେବାରୁ ପୂର୍ବ ଅପେକ୍ଷା ବହୁତ ସୁବିଧା ପାଇ ପାରୁଛୁ ବୋଲି ଚାରିଗୋଟି ଗ୍ରାମ ବାସି ରାଜ୍ୟରୁ ଆସିଥିବା ଅଧିକାରୀଙ୍କ ସାମନ୍ନାରେ ମନ୍ତବ୍ୟ ରହିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉପଦେଷ୍ଟା ଶ୍ରୀମତି ମହାପାତ୍ର ଲୋକଙ୍କ କଥା ଶୁଣି ବହୁତ ଖୁସି ହୋଇଥିଲେ I ଶ୍ରୀମତି ପାତ୍ର ରାସ୍ତା କାର୍ଯ୍ୟ ଦେଖି ବହୁତ ଖୁସି ହେବା ସହ ଠିକାଦାର ଓ ଅଞ୍ଚଳବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜୟପାଟଣା ଠାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

ନବରଙ୍ଗପୁରଠାରେ ଅତିରିକ୍ତଜିଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!