ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ

କୋକସରା,୭/୦୬-ଡ଼ହ ଡ଼ହ ଖରା, ସତେ ଯେମିତି ଅଗ୍ନିବର୍ଷା ହେଉଛି । ଦିନ ୧୦ ଟା ପରେ ଖରା ର ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଜଳକଷ୍ଟ ପାଇଁ ଖରାକୁ ଖାତିର ନକରି ବ୍ଲକ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ ମାନେ। ଗାଁ ରେ ଥିବା ସମସ୍ତ ନଳକୂପ ଓ ପୋଖରୀ ଶୁଖିଯିବା ପରେ ଗ୍ରାମବାସୀ ସ୍ଥାନୀୟ ଟେମରା ସରପଞ୍ଚଙ୍କ ନିକଟରେ ଫେରାଦ ପରେ ମଧ୍ୟ କୌଣସି ଆଶୁ ସମାଧାନ ନ ହେବାରୁ ବୁଧବାର ହଂସପଡାର ମହିଳା ମାନେ ଟାଣ ଖରାକୁ ଖାତିର ନ କରି କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ସମୟରେ କୋକସରା ବିଡ଼ିଓ ଉତ୍ତମ ବାଗଙ୍କ ସହ ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିବା ବେଳେ ମହିଳା ମାନେ ଅଭିଯୋଗ କରି ଶୀଘ୍ର ପାନୀୟ ଜଳ କଷ୍ଟ ଦୁର କରିବାକୁ ଦାବି କରିଛନ୍ତି। ଅଭିଯୋଗ ପରେ ଆସନ୍ତା ସପ୍ତାହ ମଧ୍ୟରେ ପାନୀୟ ଜଳ ପାଇଁ ନଳକୂପ ଖନନ ସହ ପୋଖରୀ କାର୍ଯ୍ୟ ମଧ୍ୟ କରାଯାଇ ଜଳକଷ୍ଟ ଦୁର କରିବାକୁ ପ୍ରତିଶୃତି ଦେଇଛନ୍ତି କୋକସରା ବିଡ଼ିଓ ଉତ୍ତମ କୁମାର ବାଗ । ଅଭିଯୋଗ ସମୟରେ ପୁର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ହଂସପଡା ଗାଁ ର ମହିଳା ଭାନୁମତି ନାଏକ, ମହେନ୍ଦ୍ରି ନାଏକ, ଯମୁନା ବେମାଲ, ସୋନି ନାଏକ, ତୁଳସୀ ନାଏକ, ସୁମନୀ ନାଏକ, ମମିତା ନାଏକ, ମଇନା ନାଏକ, ଚନ୍ଦ୍ରା ନାଏକ, ରୁକ୍ମଣୀ ନାଏକ, ରୁନି ନାଏକ, ଅନୁପମା ନାଏକ, ଲାଲା ନାଏକ, ଦେବକୀ ନାଏକ ସହ ଯୋଗା ନାଏକ, ଲାଲ ହଂସ , ଉଦୟ ନାଏକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

କଣ୍ଟେନର ସହ ବାଇକ ଧକ୍କା, ୨ ବାଇକ୍ ଆରୋହୀ ଗୁରୁତର

Sunil Chandra Nayak

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort