ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା 

କନ୍ଧମାଳ,12/06.(ମନିସ): ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ତାପମାତ୍ର ୪୧ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡିଛି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ସକାଳ ୭ ଟା ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ହେଉଥିବା ବେଳେ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତ।ଘାଟ ଜନଶୂନ୍ୟ ହୋଇଯାଉଛି। ଖରା ଡରରେ ଲୋକେ ସେତିକି ଜରୁରୀ କାମ ନଥିଲେ ବାହାରକୁ ବାହାରୁନାହାନ୍ତି।ରାଜ୍ୟ ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପାରିଗଡ଼ ଗ୍ରାମ ପଞ୍ଚାୟତର ପଦାସାହିରେ ଅଦ୍ୟାବଧି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ l ଯାହା ଫଳରେ ଉକ୍ତ ପଞ୍ଚାୟତରେ ଦୀର୍ଘ ଦିନ ହେଲାଣି ଜଳ କଷ୍ଟ ଦେଖାଦେଇଛି। ଅଞ୍ଚଳରେ ପିଇବା ପାଣିର ସୁବିଧା ଲାଗି ସରକାର ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରିବା ସହ ଘରକୁ ଘର ପାଇପ ବିଛା ଯାଇଛି । ହେଲେ ସେହି ପାଇପରେ ମୁନ୍ଦାଏ ପିଇବା ପାଣି ଆସୁ ନ ଥ‌ିବାରୁ ପଦା ସାହିୱାର୍ଡର ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ମହିଳାମାନେ ପରିତ୍ୟକ୍ତ ବିଲ ଓ ଚୁଆ, ନାଳରୁ ପିଇବା ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ପରିବାରର ଛୋଟରୁ ବଡ଼ ଯାଏ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି। ପିଇବା ପାଣିର ସୁବିଧା ଲାଗି ପଦାସାହି ଲୋକେ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଠାରୁ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ଯାଏ ଜଳକଷ୍ଟ ଦୂର ହୋଇ ପାରିନାହିଁ ବୋଲି ଗ୍ରାମର ଭୀମସେନ ପାତ୍ର, ଗଣେଶ ପାତ୍ର, ନିର୍ମଳ ପାତ୍ର, ତ୍ରିଲୋଚନ ପାତ୍ର ଓ ଭୀମ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯୁଦ୍ଧକାଳୀନ ଭିର୍ତ୍ତି ରେ ପିଇବା ପାଣିର ସୁବିଧା କରା ନ ଗଲେ ବାଧ୍ୟହୋଇ ଅଞ୍ଚଳବାସୀ ରାସ୍ତାକୁ ଓଲ୍ହାଇବା ସହ ପାରିଗଡ଼ ପଞ୍ଚାୟତ ଅଫିସରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସହକାରୀ କନିଷ୍ଠଯନ୍ତ୍ରୀ ଉଷାରାଣୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ 

Related posts

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

masiha

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

ଜିଲ୍ଲାପାଳଙ୍କ ଦ୍ୱାରା ଲକ୍ଷ୍ମୀ ବସ ନିମନ୍ତେ ଡ୍ରାଇଭର ମାନଂକୁ ନିଯୁକ୍ତି ପତ୍ର ଓ ପୋଷାକ ବଣ୍ଟନ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort