ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

କଟକ : କଟକ ସଦର ବ୍ଲକର କୋଟିପତି ସହକାରୀ ଯନ୍ତ୍ରୀ ମହାଦୁର୍ନୀତିରେ ଛନ୍ଦି ହୋଇ ଭିଜିଲାନ୍ସ ଦ୍ବାରା ଗିରଫ ଘଟଣା ପରେ ଏଥିରେ ସଂପୃକ୍ତ ବିଡ଼ିଓ ଏବଂ ଅନ୍ୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଏଥିସହ କଟକ ସଦର ଅଞ୍ଚଳର ନାନାବିଧ ସମସ୍ୟାର ସମାଧାନ ଦାବୀରେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବ ସମାଜସେବୀ ତଥା ଖ୍ୟାତିସମ୍ପନ୍ନ ସ୍ତମ୍ବକାର ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଏଵଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଆସନ୍ତା କାଲି ୧୯ (ସୋମବାର) ତାରିଖରେ ସଦର ବ୍ଲକ ଘେରାଉ ସହ ପ୍ରତିବାଦ ସଭା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

Sunil Chandra Nayak

ସ୍ୱାମୀ ମୃତ୍ୟୁର ୧୨ବର୍ଷ ପରେ ବି ବିଧବା ଭତା ଓ ବିକଳାଙ୍ଗ ଭତାରୁ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!