ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

ଗୋଳାମୁଣ୍ଡା/ମସିହା/୧୫/୩/ବିନା ସୂଚନା ଫଳକରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ମାଟି କାର୍ଯ୍ୟ, ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକର ଫରଙ୍ଗ ଗ୍ରାମ ପଞ୍ଚାୟତର ଖଇର ପଦର ଜଙ୍ଗଲ ରାସ୍ତା ରେ ଲକ୍ଷ ଲକ୍ଷ ଟଙ୍କାର ମାଟି କାର୍ଯ୍ୟ ଚାଲିଛି, ହେଲେ କେଉଁ ଫଣ୍ଡରୁ କେତେ ଟଙ୍କା ଆସିଛି ଏବଂ କିଏ ସେହି କାର୍ଯ୍ୟ ଆରମ୍ଭ କରିଛନ୍ତି ତାହାର କୌଣସି ପ୍ରକାର ସୂଚନା ନାହିଁ ,ମାଟି କାର୍ଯ୍ୟ ସପ୍ତାହ ହେଲାଣି ଛାଲିଛି, ଏଭଳି ସ୍ଥଳେ ସ୍ଥାନୀୟ ଜନସାଧାରଣ ଙ୍କ ମନରେ ଉଦବେଗ ପ୍ରକାଶ ପାଇଛି, ତେଣୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ ,  ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।।।

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

ଗଣମାଧ୍ୟମ ନଜର ରେ ପୁଜାରୀଗୁଡ଼ା _ ହରଡ ଘଣା ରେ ଯୋଗାଣ ସହାୟକ

Sunil Chandra Nayak

Leave a Comment

error: Content is protected !!