ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ରେ ଜିଲ୍ଲା ଟପ୍ପର ହେଲେ ଧର୍ମଗଡ ବ୍ଲକ ର ଦିପେଶ କୁମାର

ଷଷ୍ଠ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଜିଲ୍ଲା ଟପ୍ପର ହେଇଛନ୍ତି ଧର୍ମଗଡ ବ୍ଲକ ତରଞ୍ଜା ଗ୍ରାମର ଦିପେଶ କୁମାର।.

ଗତ ଏପ୍ରିଲ ୨୯ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା ।ପିଲାବେଳୁ ପାଠପଢା ପ୍ରତି ଆଗ୍ରହ ଦେଖି ବାପା ଚିତ୍ତରଞ୍ଜନ କୁମାର ଏବଂ ମାଆ ଲଳିତା କୁମାର ନବୋଦୟ ପ୍ରବେଶିକା ପରୀକ୍ଷା ଦେବାକୁ ଉତ୍ସାହିତ କରିଥିଲେ।ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଦେଶ ସେବା କରିବି ବୋଲି ଦିପେଶ କହିଛନ୍ତି।ଜିଲ୍ଲା ଟପ୍ପର ହେବାରୁ ମାମୁ ଡମ୍ବରୁଧର ସେନାପତି,ବଡ ବାପା ମନୋରଞ୍ଜନ କୁମାର, ଜେଜେବାପା କୁଞ୍ଜବିହାରୀ କୁମାର, ଅଜା ଶଙ୍କର ସେନାପତି,ଦିଦି ସୂର୍ଯ୍ୟକାନ୍ତି ସେନାପତି,ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି ଓ ସମସ୍ତ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ସମାବର୍ତ୍ତନ ଦିବସ ଧୁମଧାମରେ ପାଳିତ

Sunil Chandra Nayak

ଦାଦନ ଶ୍ରମିକର ମୃତ୍ୟୁ ବେସାହାରା ସ୍ତ୍ରୀ ଓ ପୁଅ , ନୂଆଖାଇ ପଡିଲା ଫିକା

masiha

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

Leave a Comment

error: Content is protected !!