ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ ହୋଇଅଛି। ଆଜିର ଦିନକୁ ମନେ ରଖିବା ସହ ଆଶା କର୍ମୀ , ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ କୁ ମନେପକାଇବାର ଉଦ୍ଧେଶ ନେଇ ଟିକାଦାନ ଦିବସ ପାଳିତ ହୋଇଅଛି। ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ଦୀନବନ୍ଧୁ ମହାନନ୍ଦ, ଡ଼ଃ ଆଦିତ୍ୟ ନାରାୟଣ ଯୋଶୀ, ଡ଼ଃ. ବିଜୟ କିଶୋର ଚଳାନ, ଧ୍ଵଲେଶ୍ବର ମେହେର ,ବିପିଏମ ବାସୁଦେବ ପଟେଲ, ପ୍ରମୁଖ ଉପସ୍ଥିତ ଥିଲେ। ଆଶା, ଲଳିତା ମେହେର ଆଶା ପ୍ରତିମା ଯୋଶୀ ଏ ଏନଏମ ସୁଭଦ୍ରା ଦଳପତିଙ୍କୁ ସମ୍ମାନିତ କରିଛନ୍ତି। ଟିକାଦାନ କୁ ସଫଳତା ସହ ସମ୍ପାଦନ ନେଇ ପ୍ରାଥମିକ ସ୍ବାସ୍ଥ୍ୟକର୍ମୀଙ୍କ ୧୦୦% ଶତ ପ୍ରତିଶତ ଅବଦାନ ନେଇ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

Sunil Chandra Nayak

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

Sunil Chandra Nayak

Leave a Comment

error: Content is protected !!