ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ ଧୂମଧାମରେ ପାଳିତ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା 

କାମାକ୍ଷାନଗର -//ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର କନ୍ଧରା ଗ୍ରାମରେ ବଡ଼ ଧୁମଧାମରେ ପାଳିତ ହୋଇଛି ବାହୁଡା଼ ଯାତ୍ରା l ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ lକନ୍ଧରା ଗ୍ରାମର ଜନସାଧାରଣଙ୍କ କହିବାର କଥା ଏ ବାହୁଡା଼ ଯାତ୍ରାଟି ଗ୍ରାମବାସୀ ମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ମିଳିତ ସହଯୋଗ ରେ ଏକ ବିରାଟ ରଥଯାତ୍ରାରେ ପରିଣତ ହୋଇ ପାରିଛି l ଦୀର୍ଘ ୪୦୦ ବର୍ଷ ରୁ ଉର୍ଦ୍ଧ ହେବ ପ୍ରଭୁଙ୍କ ମହନୀୟ ଯାତ୍ରା ପାଳିତ ହେଉଛି lମନ୍ଦିର କମିଟିର ସଦସ୍ୟ ମନମୋହନ ସିଂହ ଓ ବରଜପାଳ,ସର୍ବେଶ୍ୱର ପାଳ,ରାଜା ପାଳ, ସୁଶାନ୍ତ ବେହେରା,ପଞ୍ଚାନନ ବାରିକ, ଯୁବ ସାମ୍ବାଦିକ ଯଶୋବନ୍ତ ପରିଡା ଓ ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଯାତ୍ରା ଟି ସୁଚାରୁ ରୂପେ ପାଳିତ ହୋଇଯାଇଛି l

ଉପଖଣ୍ଡରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ସ୍ଥାନୀୟ ହାଇୱା ଲଗାଇବା ଦାବି ,ରାଜରାସ୍ତାକୁ ଓହ୍ଲାଇଲା ହାଇୱା ମାଲିକ ସଂଘ 

ଇସ୍ପାତ୍ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

Leave a Comment

error: Content is protected !!