ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରିୟ ଗୁରୁପୁର୍ଣିମା ଅବସରରେ ଗାୟତ୍ରି ପରିବାର ପକ୍ଷରୁ ବୃକ୍ଷରୋପଣ

ଉତ୍କେଲା,୦୪/୦୭ //   କେସିଙ୍ଗା ବ୍ଲକ ଗାୟତ୍ରି ପରିଜନ ସଭାପତି ପ୍ରଫୁଲ୍ଲ ନାଏକ ଙ୍କ ସଭାପତିତ୍ବ ରେ ଗୁରୁପୁର୍ଣିମା ଅବସରରେ ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସଙ୍ଗେ କେସିଙ୍ଗା ବ୍ଲକ ଗାୟତ୍ରି ପରିଜନ ର କୋଷାଧ୍ୟକ୍ଷ ଉତ୍କେଲାର ଟଙ୍କଧର ନାଏକ ଙ୍କ ଗୃହରେ ଏକ କୁଣ୍ଡିୟ ଯଜ୍ଞ କରାଯାଇଥିଲା। ଉକ୍ତ ଯଜ୍ଞ କୁ ସଞ୍ଚାଳନ କରିଥିଲେ କଳକିରାମ ବାଗ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଗାୟତ୍ରି ପରିବାର ବ୍ୟୟଜୈଷ୍ଠ ସଦସ୍ୟ ଗଜିନ୍ଧ୍ର ନାଏକ ଙ୍କ ସମେତ ପଙ୍କଜ ଗଉଡ, କମଳ ନାଏକ,ଶିଶୁମନ୍ଧିର ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର, ଶିକ୍ଷକ ଶିକ୍ଷୟିତ୍ରି, କେସିଙ୍ଗା ବ୍ଲକ ର ଗାୟତ୍ରି ପରିବାର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଦିନ ଅବା ରାତି ହାତୀର ରାଜ , ୧ ମୃତ ,ଶୋଇଛି ବନବିଭାଗ

ପ୍ରତ୍ୟୁଷ କୁମାର ବାଣୁଆ ପାଇଲେ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ପୁରସ୍କାର 

masiha

ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷାଙ୍କ ଗଞ୍ଜାମ ଗସ୍ତ 

Leave a Comment

error: Content is protected !!