ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ମୟୂରଭଞ୍ଜ- ୮/୭ ( ମସିହା)ରାଇରଙ୍ଗପୁର କୋର୍ଟରେ ଆଜି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ଅଧ୍ୟକ୍ଷ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟର ଯାନ ଏକ୍ଟ, ପାରିବାରିକ ମାମଲା,ଫୌଜଦାରୀ ମାମଲା, ଜମିବାଡ଼ି ମାମଲା ସମେତ ୫୦ ଟି ମାମଲାର ଶୁଣାଣି ହୋଇଥିବାବେଳେ ଏକମାତ୍ର ମାମଲା ଏସଡିଜିଏମ କୋର୍ଟରେ ଏନ୍ ଆଇ ଏକ୍ଟ ୟୁ/ ଏସ (୧୩୮) ମାମଲାର ଫଇସଲା କରାଯାଇ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ଶୁଣାଣି କରିଛନ୍ତି ।କାର୍ଯ୍ୟକ୍ରମରେ ସବଜଜ ହିମାଂଶୁ ଶେଖର ବିଶ୍ଵାଳ,ଏସଡିଜିଏମ କୋର୍ଟ ସିଦ୍ଧାର୍ଥ ଶଙ୍କର ସେନାପତି,ଜେଏମଏଫସି ଅଭିଷେକ ପୋଥାଳ ଶୁଣାଣି କରିଥିଲେ । ବିଭାଗୀୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବୁଥ୍ ମୁହାଁ ହେଲେ ବୁଥ୍ ପରିଚାଳନା ଅଧିକାରୀ

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

Rayagada Media Welfare Committee Formed to Support Journalists

masiha

Leave a Comment

error: Content is protected !!