ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋମନା ପାଇକପଡାରୁ କଫ୍ ସିରଫ୍ ଜବତ ଜଣେ ଗିରଫ

ନୂଆପଡା ଜିଲ୍ଲା କୋମନା ପାଇକପଡାରୁ ଅବକାରୀ ବିଭାଗ ଚଢାଉ କରି ବେଆଇନ୍ କଫ୍ ସିରଫ୍ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳେ ଖଡିଆଳ ଅବକାରୀ ବିଭାଗ କୋମନା ପାଇକପଡାରେ ଜନୈକ ବ୍ୟକ୍ତିଙ୍କ ଘରେ ଚଢାଉ କରି ଥିଲା । ପାଇକପଡାର ଅଭେଲ କୁମାର ନାଏକଙ୍କ ଘରୁ ବେଆଇନ୍ ଭାବେ ଗଚ୍ଛିତ ଥିବା ୯୦ ବୋତଲ କଫ୍ ସିରଫ୍ ଜବତ କରିଛନ୍ତି । କଫ୍ ସିରଫ କାରବାର ଅଭିଯୋଗରେ ଅଭେଲ କୁମାର ନାଏକଙ୍କୁ ଗିରଫ କରା ଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ଖଲିଆମେଣ୍ଟା ସମିତି ର ସଭାପତି ନିର୍ବାଚିତ

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!