ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୨୮ ହିତାଧିକାରୀ

କୋକସରା,୧୪/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତରେ ଗୁରୁବାର ୨୮ ଜଣ ନୂତନ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି ଅବସରରେ ଟେମରା ପଞ୍ଚାୟତ ସରପଞ୍ଚ କ୍ଷେତିରାମ ପାତ୍ର, ସମିତି ସଭ୍ୟା ଅନୁସୂୟା ମାଝୀ, ସମ୍ମାନିତ ଅତିଥି ଭାବେ ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ବୃନ୍ଦାବନ ସତନାମୀ,।କମଣ୍ଡଳ ପଟେଲ, ଲଳିତ ସତନାମୀ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌତମ ନାଗ ଗ୍ରାମ ରୋଜଗାର ସେବକ ଘନଶ୍ୟାମ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ଜୟନ୍ତୀ ପାଳନ

masiha

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

Sunil Chandra Nayak

ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ପୋଲିସ୍ ମୁତୟନ

Sunil Chandra Nayak

Leave a Comment

error: Content is protected !!