ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗି ସରପଞ୍ଚ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ

ତେନ୍ତୁଳିଖୁଣ୍ଟି ୧୫/୦୭/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମ ରେ ଦିଗି ସରପଞ୍ଚ କିଶୋର ନାୟକ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ ହୋଇଛି । ସୂଚନାଯୋଗ୍ୟ ଗତ ଦୁଇବର୍ଷ ଧରି ମାଁ ଅଗ୍ନିଗଙ୍ଗାମା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀ ପଞ୍ଜିକରଣ କରି ମଣ୍ଡି ରେ ଧାନ କ୍ରୟ କରି ଆସୁଛି। ଚଳିତ ବର୍ଷ ମଧ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ନବରଙ୍ଗପୁର ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ପଞ୍ଜିକରଣ କରାଇ ଧାନ କ୍ରୟ କରିବା ଉଦ୍ଦେଶ୍ୟ ରେ ଆଜିଠାରୁ ପଞ୍ଜିକରଣ ଆରମ୍ଭ କରିଛନ୍ତି।

      ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ପଚାଶ ରୁ ଉର୍ଦ୍ଧ୍ଵ ଚାଷୀ ଉପସ୍ଥିତ ରହି ପଞ୍ଜିକରଣ ପାଇଁ ଫର୍ମ ନେଇଥିବା ସଭାପତି କୁନି ଦୋରା ଓ ସମ୍ପାଦକ ଆର୍ ପାର୍ବତୀ ଅମ୍ମା ଜଣାଇଥିଲେ। ଏହି ପଞ୍ଜିକରଣ ପ୍ରକ୍ରିୟା ଦିଗି, ପୂଜାରିଗୁଡ଼ା, ଲମତାଗୁଡା, ମଞ୍ଚାଗାଁ, ବାରଙ୍ଗ ପଦର ଚାଷୀ ମାନଙ୍କ ପାଇଁ ଚରାମୂଳା ସ୍ତିତ ମା ଅଗ୍ନିଗଙ୍ଗାମା ସ୍ଵୟଂସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଠାରେ ୧୬ ଅଗଷ୍ଟ .୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ 

Sunil Chandra Nayak

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

masiha

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort