ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ଡଲି ବେହେରାଙ୍କ ଦାୟିତ୍ୱ ଭାର ଗ୍ରହଣ 

ରୁପ୍ରା, ୧୮/୩ :ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଗ୍ରାମ ପଞ୍ଚାୟତର ଦାଇତ୍ୱ ଭାର ଗ୍ରହଣ କରିଛନ୍ତି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା। ଗତ ୧୧ ତାରିଖରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଏବ ସରପଞ୍ଚ ଭାବରେ ଚନ୍ଦ୍ରମଣି ଗୌଡ ବିଜୟ ଘୋଷିତ ହୋଇଥିଲେ । ଉକ୍ତ ଦିନ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା ପ୍ରଥମ କରି ରୁପ୍ରା ଗ୍ରାମ ପଞ୍ଚାୟତ ଅଫିସକୁ ଆସିବା ସହ ନାଏବ ସରପଞ୍ଚ ନିର୍ବାଚନରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣ କରିନଥିଲେ। ଆଜି ସରପଞ୍ଚ ଭାବରେ ଦାଇତ୍ୱ ଗ୍ରହଣ କରିବା ପାଇଁ ତାଙ୍କ ସ୍ୱାମୀ ସୁଶାନ୍ତ ସେନାପତି ଓ ଛୋଟ ପୁଅ ଅର୍ପିତ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ପିଇଓ ଥବିର ରଣା ଓ ପୂର୍ବ ସରପଞ୍ଚ ବିଷୟା ମାଝୀଙ୍କ ସମେତ କର୍ମଚାରୀ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ । ଏକ ଭବ୍ୟ ପରିବେଶ ମଧ୍ୟରେ ଗ୍ରାମ ପଞ୍ଚାୟତର ପୂର୍ବ ସରପଞ୍ଚ ତଥା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତି, ବରିଷ୍ଠ ବ୍ୟକ୍ତି ଗୋପାଳ କୃଷ୍ଣ ବେହେରା, ନବ ନିର୍ବାଚିତ ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ ଓ ଜନସାଧାରଣଙ୍କ ଉପସ୍ଥିତିରେ ଦାଇତ୍ୱ ଭାର ଗ୍ରହଣ କରିଥିଲେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା । ରୁପ୍ରା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଥବିର ରଣା ତାଙ୍କୁ ଆବଶ୍ୟକୀୟ ବିଭିନ୍ନ ଫାଇଲରେ ଦସ୍ତଖତ କରାଇଥିଲେ ।

ଶ୍ରୀମତି ଡଲି ବେହେରାଙ୍କୁ ବର୍ତ୍ତମାନ ୨୧ ବର୍ଷ ବୟସ ହୋଇଥିବା ବେଳେ ସର୍ବ କନିଷ୍ଠା ସରପଞ୍ଚ ଭାବରେ ରୁପ୍ରା ଗ୍ରାମ ପଞ୍ଚାୟତର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଗ୍ରହଣ କରି ଜନସାଧାରଣଙ୍କ ସେବା କରିବାକୁ ଯାଉଥିବା ବେଳେ ପଞ୍ଚାୟତର ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ କିପରି ସମସ୍ତଙ୍କ ସହଯୋଗରେ ହୋଇପାରିବ ସେଥିପାଇଁ ସମସ୍ତଙ୍କ ଆଶିର୍ବାଦ ଓ ସହଯୋଗ କାମନା କରିଛନ୍ତି ।

ସରପଞ୍ଚ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଶ୍ରୀମତି ବେହେରା ନିଜ ପ୍ରତିକ୍ରୀୟାରେ କହିଛନ୍ତି, ପଞ୍ଚାୟତର ଯେଉଁ ମୌଳିକ ସମସ୍ୟା ରହିଛି ଯଥା ରାସ୍ତା ଘାଟ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବାସହ ଶ୍ରମିକ ମାନେ କିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଇପାରିବେ ସେଥିପାଇଁ ଧ୍ୟାନଦେବା ସହିତ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେଥିପାଇଁ ଗୁରୁତ୍ୱ ଦେବି ବୋଲି କହିଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort