ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଥାନା ପକ୍ଷରୁ ମାଣିକପୁରରେ ଆମ ପୋଲିସ ସମିତି ବୈଠକ

ମୟୂରଭଞ୍ଜ – ୨୩/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ପକ୍ଷରୁ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମରେ ଶୁକ୍ରବାର ଦିନ ଆମ ପୋଲିସ ବୈଠକ ଥାନାଧୀକାରୀ ଦେବାଶିଷ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଣିକପୁର ସରପଞ୍ଚ ସୁଶାନ୍ତ ମୁଣ୍ଡା ଯୋଗ ଦେଇଥିଲେ । ପୋଲିସ ଏବଂ ଜନତାର ସଂପର୍କ ନିକଟତର ହେବା ଉଚିତ ।ସାଧାରଣ ଜନତା ଏବେକାର ପୋଲିସକୁ ଇଂରେଜ ଅମଳରେ ପୋଲିସ ନ ଭାବି ନିଜର ସମସ୍ୟାକୁ ବଂଧୁଭଳି ଭାବିବା ଉଚିତ ।ତେବେ ପୋଲିସ ସହାୟତାର ହାତ ବଢାଇବ ବୋଲି ଥାନାଧିକାରୀ ସୂଚାଇଥିଲେ ।ନିଜ ଅଂଚଳର ମୌଳିକ ସମସ୍ୟା ଆଲୋକ,ପାଣି,ଗମନାଗମନ, ଶିକ୍ଷା ସାମୁହିକ ସମସ୍ୟା ଯଦି ଥାଏ ପୋଲିସ ସେଥିପାଇଁ କିଛିଟା ପଦକ୍ଷେପ ନେବ । ତଦସହ ପୋଲିସ ଗ୍ରାମାଞ୍ଚଳର ବୟସ୍କ,ଶିଶୁ, ମହିଳା ନିର୍ଯାତନା, ଉପରେ ଆଲୋଚନା ଓ ଏହାର ନିରାକରଣ ଉପରେ ଆଲୋଚନା ହୋଇଥିଲା ।ଗ୍ରାମାଞ୍ଚଳରେ ଛେଳି,ଗୋରୁ ଚୋରୀ ବୃଦ୍ଧି ହେଉଥିବା ନେଇ ଆଲୋଚନା ହୋଇଥିଲା । ଏଥିରେ ଆମ ପୋଲିସ ସମାତିର ସଦସ୍ୟ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ ।ବୈଠକରେ ମାତୁରାମ ମୁଣ୍ଡା, ଜଗବନ୍ଧୁ ମାରାଣ୍ଡି,ଗାନେ ଟୁଡୁ,ଵାଜିନାଥ ଟୁଡୁ,ଜମା ନାଏକ,ବୁକାଇ ସୋରେନ, ବରଜୁ ମୁର୍ମୁ,ଵଳକାରାମ ମୁଣ୍ଡା ପ୍ରମୁଖ କଳାକାର ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱ

Sunil Chandra Nayak

ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort