ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ମୄତ 

କାମାକ୍ଷାନଗର (ମନିସ )25/7/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ୱାର୍ଡ ନମ୍ବର ୫ ଗଉଡ ସାହିର ବାସିନ୍ଦା ଖମାରୀ ଦାସ ବୟସ ୪୬ ବର୍ଷ ସ୍ଥାନୀୟ ଗୋଡ଼ି ପୋଖରୀରେ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ।ଘଟଣା ରୁ ଜଣା ପଡ଼ିଛି ଆଜି ଅପରହ୍ନରେ ଖମାରୀ ଦାସ ଶୌଚ ହେବ ପାଇଁ ଘରୁ ଆସିଥିବା ବେଳେ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଘରକୁ ଫେରି ନଥିଲେ ।ତେବେ ପରିବାର ଏବଂ ସାହିପଡ଼ିଶା ଅନେକ ଖୋଜା ଖୋଜି ପରେ ଖମାରୀଙ୍କୁ ନ ପାଇବାରୁ ଭୁବନ ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲେ ।ତେବେ ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ପୋଖରୀ ଭିତରେ ଖୋଜା ଖୋଜି କରିବା ପରେ ଖମାରୀଙ୍କର ମୃତ ଦେହ କୁ ଉଦ୍ଧାର କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ …

masiha

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗ୍ରସ୍ତ 

masiha

ମିଳିତ ଶିକ୍ଷକ ସଂଘର ବିଇଓ ଅଫିସ ଘେରାଓ ଓ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!