ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାର ଶିକାର ହେଲେ ଯୁବକ

କାମାକ୍ଷାନଗର ((ମନିସ )27/7/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକ ବୟସ ୩୬ ବର୍ଷ ଶୌଚ ହେବାକୁ ଯିବା ସମୟରେ ସାପ କାମୁଡାର ଶିକାର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ରୁ ଜଣା ପଡ଼ିଛି ଗୋବର୍ଦ୍ଧନ ଆଜି କାମରୁ ଫେରି ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ।ଅନ୍ଧାର ହୋଇଥିବାରୁ ଘାସ ବୁଦାରୁ ଏକ ଅଜଣା ସାପ ତାଙ୍କ ଡାହାଣ ପାଦ କୁ କାମୁଡିଥିଲା । ସେଠାରୁ ଗୋବର୍ଦ୍ଧନ ଘରକୁ ଫେରି ଆସି ଘର ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ଜଣା ପଡିଛି

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡିଶା କ୍ରିକେଟ ସଙ୍ଘ ର ଭିଜନ ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କୋକସରା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପାଇଥିବା ଗ୍ରେଡ ୪ ଗ୍ରାଜୁଏଟ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

masiha

Leave a Comment

error: Content is protected !!