ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଭୁଳି ଦେଖିଲେ

କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ ଦିନିକିଆ କୋରାପୁଟ ଗସ୍ତରେ ଆସି ଲକ୍ଷ୍ମୀପୁର ବ୍ଲକରେ ପହଞ୍ଚି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଦ୍ଵାରା ଚାଷୀଙ୍କୁ ବିଭିନ୍ନ ସ୍କିମ୍ ରେ ପ୍ରୋତ୍ସାହନ ରାଶି ଯୋଗାଇ ସ୍ଵୟଂ ସ୍ଵାୟକ ମହିଳା ମାନେ ହେଉଛି ବ୍ୟକ୍ତି ଗତ ଚାଷୀ ମାନେ କୁକୁଡ଼ା ଫାର୍ମ, ଛେଳି ଫାମ୍, ଇତ୍ୟାଦି ଗୁଡ଼ିକ ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ତାହା ବାସ୍ତବରେ କେଉଁ ଭଳି ଭାବେ ତାହା କାର୍ଯ୍ୟ କାରି କରାଯାଇଛି ସେଗୁଡିକ ଆଜି କୋରାପୁଟ ଜିଲ୍ଲାର ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରା ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଉପ ଅଧିକାରୀ ଡାକ୍ତର ବିଚିତ୍ରାନନ୍ଦ ଦାସ (ପଶୁ ରୋଗ ନିୟନ୍ତ୍ରଣ ) ଏବଂ ଲକ୍ଷ୍ମୀପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା, ଡାକ୍ତର ମନୋଜ କୁମାର ବେହେରା, ଭ୍ରାମ୍ୟମାଣ ଡାକ୍ତର ଅତୁତୋଷ ମଲ୍ଲିକ, କାକିରିଗୁମ୍ମା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡ଼ାକ୍ତର ଅଙ୍କିତ କୁମାର ପାଣିଗ୍ରାହୀ ଏବଂ ପଞ୍ଚଡ଼ା ଏଲ୍.ଆଇ. ଲାଲ୍ ବାହାଦୁର ବିଷୋୟୀ, ତୋୟାପୁଟ ଏଲ୍.ଆଇ. ରବିନାରାୟଣ ସାହୁ, ଚମ୍ପି ଏଲ୍.ଆଇ.ରଞ୍ଜିତ ଗୁଡ୍ଲା ଓ ସହଯୋଗୀ ମତ୍ସ୍ୟ ଅଧିକାରୀ ଲକ୍ଷ୍ମୀପୁର ଦେବିପ୍ରସାଦ କାନୁନଗୋ ଉପସ୍ଥିତ ବିଭିନ୍ନ କୁକୁଡ଼ା, ଛେଳି ଫାମ୍ ଓ ମାଛ ପୋଖରୀ ବୁଲି ଦେଖିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

masiha

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

masiha

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

Sunil Chandra Nayak

Leave a Comment

error: Content is protected !!